ଝିଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ହେବନି ପରିବର୍ତ୍ତନ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ଝିଅ ଓ ପୁଅମାନଙ୍କ ସର୍ବନିମ୍ନ ବିବାହ ବୟସରେ ସମାନତା ଦାବି କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହି ମାମଲାରେ ସରକାରଙ୍କୁ କୌଣସି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଉଭୟ ଝିଅ ଓ ପୁଅମାନଙ୍କ ସର୍ବନିମ୍ନ ବିବାହ…