2018ରେ ସିବିଆଇ ମୋ ଫୋନ୍ ଜବତ କଲା, ଏପର୍ଯ୍ୟନ୍ତ ଫେରିନି। ମୋତେ ସିବିଆଇ ଆଗରେ 3 ଥର ହଜାର ହେବାକୁ ପଡ଼ିଲାଣି। ଚାକିରିରୁ ଅବସର ନେବା ପରେ ନିଜ ହାତରୁ ଖର୍ଚ୍ଚ କରି ସିବିଆଇରେ ହାଜର ହେବାକୁ ପଡ଼ିପାରେ। ଦୁର୍ନୀତି ଦୂର ପାଇଁ ବ୍ୟବସ୍ଥାକୁ ସରଳ କରିବାକୁ ପଡ଼ିବ- ଉଷା ପାଢ଼ୀ, ସଚିବ

Spread the love

୨୦୧୮ରେ ମୁଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଥିବା ବେଳେ ଜଣେ ASO ଲାଞ୍ଚ ନଦେଲେ NOC ମିଳିବନି କହୁଥିବା କନଫରେନ୍ସ କଲରୁ ଜାଣିଲି।
ମୋ ଦ୍ୱାରା ଆଗକୁ ବଢାଯାଇଥିବା ମାମଲା ସିବିଆଇକୁ ଗଲା। ସିବିଆଇ ଅଫିସର ମୋ ଫୋନ ନେଇଗଲେ; ଫୋନଟି ବଡ଼ କଥା ନୁହେଁ, ସେଇଟି ମୋତେ ମୋର ସ୍ୱାମୀ ଗିଫ୍ଟ ଦେଇଥିବାରୁ ଫୋନ ସହ କିଛିଟା ଭାବନା ଜଡ଼ିତ ଥିଲା।

ମୁଁ ତିନି ଥର CBIରେ ହାଜର ହେଲେଣି। ଏବେ ବି କେସ ଚାଲିଛି। ମୋ ଅବସର ନେବା ଭିତରେ ମାମଲା ଶେଷ ହେବ କି ନାହିଁ ଜାଣିନି!
ମୁଁ ନ୍ୟାୟ ପାଇଁ ମାମଲା କରିନଥିଲି। ମୁଁ ଏଇଥି ପାଇଁ ମାମଲା କରିଥିଲି, ଗତକାଲି ଅପେକ୍ଷା ବ୍ୟବସ୍ଥା ଆଗକୁ ଅଧିକ ଭଲ ହେବ।’
2018ରେ ସିବିଆଇ ମୋ ଫୋନ୍ ଜବତ କଲା, ଏପର୍ଯ୍ୟନ୍ତ ଫେରିନି। ମୋତେ ସିବିଆଇ ଆଗରେ 3 ଥର ହଜାର ହେବାକୁ ପଡ଼ିଲାଣି। ଚାକିରିରୁ ଅବସର ନେବା ପରେ ନିଜ ହାତରୁ ଖର୍ଚ୍ଚ କରି ସିବିଆଇରେ ହାଜର ହେବାକୁ ପଡ଼ିପାରେ। ଦୁର୍ନୀତି ଦୂର ପାଇଁ ବ୍ୟବସ୍ଥାକୁ ସରଳ କରିବାକୁ ପଡ଼ିବ- ଉଷା ପାଢ଼ୀ, ସଚିବ

Leave a Reply

Your email address will not be published. Required fields are marked *