Spread the love

ରୁବେନ ବାନାର୍ଜୀ

2018ରେ ଯେତେବେକେ ପ୍ରଥମ ଥର ନବୀନ ପଟନାୟକଙ୍କ ପୁସ୍ତକ ବାହାରିଲା, ସେତେବେଳେ ପାଣ୍ଡିଆନ ଓ ତାଙ୍କ ସ୍ତ୍ରୀ ତୁରନ୍ତ ବହିଟି ପଢି ଖୁସି ଥିଲେ। ମୁଁ ଦିଲ୍ଲୀରେ ବହି ଉନ୍ମୋଚନ ଉତ୍ସଵକୁ ବିଜେଡି ନେତାଙ୍କ ସହ ଜୟ ପଣ୍ଡାଙ୍କୁ ବି ଡ଼ାକିଥିଲି। । ମୁଁ ନବୀନଙ୍କ ସହ ଖୁବ ପରିଚିତ ଥିଲି। ମାତ୍ର ତାଙ୍କଠାରୁ ଟ୍ରାନ୍ସଫର ପୋଷ୍ଟିଙ୍ଗ ସୁବିଧା କି ଫେଭର ନେଉନଥିଲି ଯେ ବିଜେଡି ଯାହା କହିବ ମାନି ନେଇଥାନ୍ତି।’

ପାଣ୍ଡିଆନ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା କଥା କହିନାହାନ୍ତି, ସେ କେବଳ ଓହରି ଯାଇଛନ୍ତି!
Withdraw ଓ quit ଭିତରେ ବହୁତ ପାର୍ଥକ୍ୟ ଅଛି।ରୁବେନ ବାନାର୍ଜୀ:
-୨୦୧୮ରେ ନବୀନ ପଟନାୟକ ବହି ଲେଖିବା ପୂର୍ବରୁ ପାଣ୍ଡିଆନ ମୋତେ ବହୁତ ସହଯୋଗ କରିଛନ୍ତି। ୮ ଜଣ ସଚିବଙ୍କୁ ଡକାଇ ତୃତୀୟ ମହଲାରେ ବ୍ରିଫିଙ୍ଗ କରିଥିଲେ। ମୋତେ ଅନେକ ମନ୍ତ୍ରୀ ଦେଖିଛନ୍ତି! ମୁଁ କହିଥିଲି ମୋ ବହି objective (ବସ୍ତୁନିଷ୍ଠ) ହେବ, hagiography (ବନ୍ଦନା) ହେବ ନାହିଁ!

-୨୦୦୨ କାଶୀପୁର ଆମ୍ବଟାକୁଆ ଘଟଣାରେ ମୁଁ ତଥ୍ୟ ଦେଇ India Todayରେ ରିପୋର୍ଟ ଲେଖିଥିଲି! ମୃତକ ଆକାଉଣ୍ଟରେ ୧୮ ହଜାର ଟଙ୍କା ଥିଲା। ସେହି ରିପୋର୍ଟକୁ ବାଜପେୟୀ ପାର୍ଲାମେଂଟରେ ଦେଖାଇଥିଲେ। ମୁଁ ନବୀନଙ୍କ PRO ଥିଲି, ଦଲାଲି କରୁଥିଲି ବୋଲି ଯଦି କେଉଁ ସାମ୍ବାଦିକ (କେଦାର ମିଶ୍ର) କହୁଛନ୍ତି ତେବେ ମୋ ପଇସାଟା ପଠାଇ ଦିଅନ୍ତୁ!

୨୦୨୧ରେ କରୋନା ବେଳେ ମୋଦି ସରକାର ବିରୋଧରେ ଲେଖି (govt missing) outlookର ମୁଖ୍ୟ ସମ୍ପାଦକ ପଦ ହରାଇଛି! ତା ଉପରେ Editor missing ବହି ଲେଖିଛି!

ମୁଁ ମୋର ସାମ୍ବାଦିକତା କରୁଛି, ନିଜକୁ ସାହସୀ ବୋଲି କହିବି ନାହିଁ। ପାଠକ ବିଚାର କରିବେ!

‘Withdraw’ suggests a temporary or strategic move, whereas ‘Quit’ implies a more permanent departure.

V K Pandian statement on June 9, 2024:

“My intent of joining politics was only to assist Naveen Babu and now consciously I decide to withdraw myself from active politics.’’

Who is Ruben Banerjee

Ruben Banerjee is a well-known Indian journalist who served as the editor of Outlook magazine. Prior to joining Outlook, he worked with several prominent publications, including Hindustan Times, India Today, and Indian Express. He also had a stint as the online editor of Al Jazeera in Doha, Qatar ¹.

Banerjee took over as the editor of Outlook in May 2018, succeeding Krishna Prasad. During his tenure, he aimed to maintain the magazine’s high standards of journalism and explore new ways to engage readers ¹.

In addition to his work in journalism, Banerjee has also authored a book on Odisha’s Chief Minister Naveen Patnaik. The book, which was published in 2018, provides an in-depth look at Patnaik’s life and career ².

Some of Banerjee’s notable articles and opinions can be found on the Outlook magazine website, covering a range of topics from politics and social issues to culture and lifestyle ³.

Leave a Reply

Your email address will not be published. Required fields are marked *