Spread the love

19 ବର୍ଷ ର ବୈବାହିକ ଜୀବନରେ ପୂର୍ଣ୍ଣ ଛେଦ ପଡିଲା ଶୁଭଙ୍ଗୀ ଅତ୍ରେ ଙ୍କର….. ସ୍ୱାମୀ ପିୟୁଷ ପୁରୀ ଓ଼ ଶୁଭଙ୍ଗୀ 19 ବର୍ଷ ତଳେ ବିଭାହେଇଥିଲେ ଦୁଇ ଜଣକର ଗୋଟେ ଝିଅ ବି ଅଛି. ପ୍ରସିଦ୍ଧ ମେଗା ସିରିଏଲ (ଭାବିଜି ଘର ପେ ହୈ ) ର ମୁଖ୍ୟ ଚରିତ୍ର ରେ ଶୁଭଙ୍ଗୀ ଥିଲେ ତାଙ୍କ ନିପୁଣ ଅଭିନୟ ଲୋକଙ୍କୁ ପସନ୍ଦ ହୋଇଥାଏ

Leave a Reply

Your email address will not be published. Required fields are marked *