164 ତମ ରବୀନ୍ଦ୍ର ନାଥ ଟାଗୋର ଜୟନ୍ତୀ ପାଳନ କଲେ ବଡ଼ବିଲ ବଙ୍ଗୀୟ ପରିଷଦ
ତା-09-05-2025
ଦର୍ଶନ ସମୀକ୍ଷା ବଡ଼ବିଲ
ଆଜି ସନ୍ଧ୍ୟା ରେ
ବଡ଼ବିଲ ବଙ୍ଗୀୟ ପରିଷଦ ପକ୍ଷରୁ ବଡ଼ବିଲ ରୁଙ୍ଗଟା ଟାଉନ ହଲ ଠାରେ ବିଶ୍ୱ କବି ଗୁରୁ ରବୀନ୍ଦ୍ର ନାଥ ଟାଗୋର ଙ୍କ ଏକ ଶହ ପଞ୍ଚ ଷଷ୍ଠୀ ତମ ଜନ୍ମ ଦିବସ ପାଳନ କରାଯାଇଛି, ଏହି ଅବସରରେ ବଡ଼ବିଲ ବଙ୍ଗୀୟ ପରିଷଦ ର ସଭାପତି ଶ୍ରୀ ହୀରକ ମଜୁମଦାର ଉପ ସଭାପତି ସପନ ଘୋଷ ଓ ପ୍ରବଳ ଚୌଦରୀ ପ୍ରଥମେ ଜଗତର ନାଥ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରଦୀପ ପ୍ରଜଳନ କରିବା ଶହ ରବୀନ୍ଦ୍ର ନାଥ ଟାଗୋର ଙ୍କ ପାଖରେ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ

ଶଙ୍ଖ ବାଦନ ଶହ ପରିଷଦ ର ସକ୍ରିୟ ସଦସ୍ୟା ଶ୍ରୀମତୀ ମୌସୁମୀ ମଜୁମଦାର ଓ ସାଥୀ ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା ଓ ପରେ ପିଲାମାନ ଙ୍କ ଦ୍ୱାରା ବିଭିନ୍ନ ନୃତ୍ୟ ସଂଗୀତ ପରିବେଷଣ କରାଯିବା ଶହ ପିଲାମାନଙ୍କୁ ମଞ୍ଚ ଉପରେ ପୁରସ୍କାର ବିତ ରଣ କରଯାଇଥିଲା ପରିସେସ ରେ ସମୂହ ଜାତୀୟ ସଂଗୀତ ଗାଇଥିଲେ. ମଞ୍ଚ ପରିଚାଳନା କରିଥିଲେ ମୌସୁମୀ ମଜୁମଦାର ଓ ଅମୟ ମଲିକ, ସାନିୟା ମଜୁମଦାର, ଅତୁଲୀ ଚକ୍ରବର୍ତ୍ତୀ ସମସ୍ତ ସଦସ୍ୟ।












Leave a Reply