ଶ୍ରୀଧର ଭେମ୍ବୁଙ୍କ Zoho ସଫ୍ଟୱେର କମ୍ପାନୀ!
ତାମିଲନାଡୁର ଗାଁରେ ଚାଲେ।

ଆମେରିକା, ଜାପାନ, ୟୁରୋପରେ ତାଙ୍କର ଅନେକ ବଡ଼, ଛୋଟ ଗ୍ରାହକ ଅଛନ୍ତି!

ବିନା ଋଣରେ ₹୭ ହଜାର କୋଟିର କମ୍ପାନୀ, ୧୧,୦୦୦ କର୍ମଚାରୀ, ବଡ଼ କମ୍ପାନୀରେ କର୍ମଚାରୀ ଛାଡ଼ିବା ହାର

(attrition rate) ବର୍ଷକୁ ୨୦% ରହିଥିବା ବେଳେ ତାଙ୍କର ୧୦% ରୁହେ!
ଶଙ୍ଖ ଭବନ ପ୍ରାୟ ₹୬୦ କୋଟିରେ ତିଆରି ହୋଇଥିଲା! ଏବେ ₹୮୦ କୋଟିରେ ହେବ ପଦ୍ମଭବନ!












Leave a Reply