ରାଜଗାଙ୍ଗପୂର୍ ଥାନା ଅଧିକାରୀଙ୍କୁ ରାଜଗାଙ୍ଗପୁର ମିଡ଼ିଆ କ୍ଲବ ଦ୍ୱାରା ଅଭିନନ୍ଦନ:-
ରାଜଗାଙ୍ଗପୁର : (ଦର୍ଶନ ସମୀକ୍ଷା)
ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ କିଶୋର ଦାସ କୁ ଓଡିଶା ପୋଲିସ ପକ୍ଷରୁ ସର୍ବଶ୍ରେଷ୍ଟ ଥାନାଧିକାରୀ ବିବେଚିତ କରି 91ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ରେ ‘ବ୍ରିଜ ବିହାରୀ ମିଶ୍ର ମେମୋରିଆଲ ଟ୍ରଫି ‘ପ୍ରଦାନ କରାଯାଥିବାରୁ ସାରା ସହରରେ ଆନନ୍ଦ ଓ ଉଲ୍ଲାସ ଦେଖା ଯାଇଥିଲା । ଏହି ପରିପେକ୍ଷୀ ରେ ରାଜଗାଙ୍ଗପୁର ମିଡ଼ିଆ କ୍ଲବ ପକ୍ଷରୁ ଥାନା ଅଧିକାରୀଙ୍କୁ ବିରାଟ ପୁଷ୍ପ ମାଲ୍ୟା ସହ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଥିଲେ ମିଡ଼ିଆ କ୍ଲବ ର ସଦସ୍ୟ ବୃନ୍ଦ । ଏହି କାର୍ଯ୍ୟକ୍ରମ ରେ ମିଡ଼ିଆ କ୍ଲବର ସଭାପତି ପ୍ରଫୁଲ୍ଲ ସାହୁ, କାର୍ଯକାରୀ ସଭାପତି ରମେଶ କେଶରୀ, ସମ୍ପାଦକ ଗିରିଜା ପ୍ରସାଦ ସାମଲ, ଯୁଗ୍ନ ସମ୍ପାଦକ ନୋମି ସନ୍ୟାସୀ, କୋଷାଧକ୍ଷ ଅମୀୟ ରଞ୍ଜନ ଦାସ, ସହ କୋଷାଧକ୍ଷ ସୋମ୍ୟଜିତ ସ୍ୱାଇଁ, ବିଜୟ ପଣ୍ଡା, ମନୋଜ ତନ୍ତୀ, ମୁକେଶ ପ୍ରସାଦ, ବିଶ୍ୱଜିତ ଶତପଥୀ, ବିକାଶ ରଞ୍ଜନ ନାୟକ ସହ ଆନନ୍ୟ ସଭ୍ୟ ସଭ୍ୟା ଗଣ ଉପସ୍ଥିତ ରହି ଥାନାଧିକାରୀଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣେଇବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଥିଲେ ।












Leave a Reply