ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ” ଓଡ଼ିଆ ନାରୀ ଅସ୍ମିତା ସମ୍ମାନ ୨୦୨୬” ପ୍ରଦାନ

Spread the love

ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ” ଓଡ଼ିଆ ନାରୀ ଅସ୍ମିତା ସମ୍ମାନ ୨୦୨୬” ପ୍ରଦାନ

ମହିଳା ଦିବସ ଅବସରରେ ଗତ ମାର୍ଚ୍ଚ ୯ ତାରିଖ ଦିନ ସଂଧ୍ୟା ରେ , ଜୟାଦେବ ଭବନ,ଭୁବନେଶ୍ୱର ଠାରେ ୧୩ ତମ ଓଡ଼ିଆ ଅସ୍ମିତା ସମ୍ମାନ ଉତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଛି।

ଏହି ଉତ୍ସବ କୁ ଉଦ୍ଘାଟନ କରିଥିଲେ ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ। ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ବିଖ୍ୟାତ ସାହିତ୍ୟିକା Dr ଅର୍ଚ୍ଚନା ନାୟକ। ସମ୍ମାନୀତା ଅତିଥି ଭାବେ ଯୋଗଦେଇ ଥିଲେ …. , ….
ଓ …..।

ଏହି ଅବସର ରେ ଜୀବନ ବ୍ୟାପୀ ସଂଗୀତ ସାଧନା ପାଇଁ ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀ ଙ୍କୁ ଓଡ଼ିଆ ନାରୀ ଅସ୍ମିତା ସମ୍ମାନ ପ୍ରଦାନ କରାଯାଇଥିଲା।

ପରେ , ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଗାୟତ୍ରୀ ମିଶ୍ର , ସାମ୍ବାଦିକତା କ୍ଷେତ୍ରରେ କଳ୍ପନା କରନ, କ୍ରୀଡା କ୍ଷେତ୍ରରେ ଦୂତୀ ଚାନ୍ଦ, ସଂଗୀତ କ୍ଷେତ୍ରରେ ସଙ୍ଗୀତା ପଣ୍ଡା, ସାମାଜିକ ସେବା କ୍ଷେତ୍ରରେ ମାନସୀ ଶତପଥି, ଚଳଚିତ୍ର ଅଭିନୟ କ୍ଷେତ୍ରରେ ଅଞ୍ଜନା ଦାଶ , ଦୃଶ୍ୟକଳା କ୍ଷେତ୍ରରେ ଲିପିଶ୍ରୀ ନାୟକ, ପ୍ରସlଧନ ବିଜ୍ଞାନ କ୍ଷେତ୍ରରେ ପ୍ରୀତିପଦ୍ମା ପଣ୍ଡା ଙ୍କୁ ” ଓଡ଼ିଆ ନାରୀ ଅସ୍ମିତା ସମ୍ମାନ ୨୦୨୬ ରେ ସମ୍ମାନିତ କରାଯାଇଥିଲା।

ଏହା ପରେ ,ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲିଙ୍କ ଆଇ ହସ୍ପିଟାଲ ଏଣ୍ଡ ରିସର୍ଚ୍ଚ ସେଣ୍ଟର, ସମାଜିକ କର୍ମୀ ସସ୍ମିତା ଦାଶ,ଯାତ୍ରା ଜଗତର ବରିଷ୍ଠ ଅଭିନେତ୍ରୀ ଜୟନ୍ତୀ ନାୟକ, ସୁ ଗୃହିଣୀ ଅଞ୍ଜଳି ଲେଙ୍କା, ମିସ ଓଡିଶା ରଚିତା ନାୟକ, ଯାତ୍ରା ଅଭିନେତ୍ରୀ ବନ୍ଦନା ଭଦ୍ର, ସାମାଜିକ କର୍ମୀ ମମତା ମହାନ୍ତି, ଗୋ ସେବିକା ସୁମିତ୍ରା ପଣ୍ଡା, ଯୁବକବି ଗୀତାଞ୍ଜଳି ପାତ୍ର ଓ ଅନ୍ୟ ମାନଂକ ଭିତରେ ରଶ୍ମିତା ବଳ, କଲ୍ୟାଣୀ ନନ୍ଦ, ଶ୍ରଦ୍ଧାଞ୍ଜଳି ମିଶ୍ର, ପ୍ରଗତି ମିଶ୍ର, ପ୍ରମିଳା ସିଂ, ଶଶୀକଳl ମିଶ୍ର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l

ରୂପାୟନ ପରିବାରର ସଭାପତି ତାପସ ସାହୁ, ରାଜ୍ୟ ସଭାପତି ଆଶୁତୋଷ ଦାଶ, ଉପସଭାପତି ସଂଜୟ ଭଟ୍ଟ ଓ ଅନୁଷ୍ଠାନ ର ସଦସ୍ୟ ଓ ସଦସ୍ୟା ବିଶ୍ଵଭୂଷଣ ରଥ, ଲଳିତ ବରାଳ , ମଧୁସ୍ମିତା ବିଶ୍ୱାଳ, ପ୍ରମିଳା ବେହେରା, ଲଳିତା ବେହେରା, ଗୌତମୀ ଦାଶ, ମନୀଷା ଲେଙ୍କା, ସ୍ମୁତି ନାୟକ, ଦିଲ୍ଲୀପ ସେଠି, ସିପ୍ରା ହୀରା, ଆରଜୁ ବିବି, କଲ୍ୟାଣୀ ସେନ, ପ୍ରବିତା ନାୟକ, ପ୍ରୋଦୋଷ ନାୟକ, ମିନତୀ ପାତ୍ର, ପ୍ରଭାସିନୀ ନନ୍ଦ, ନୃସିଂହ ନନ୍ଦ, ଆଶିଷ ସ୍ୱାଇଁ, ବିଚିତ୍ର ସ୍ୱାଇଁ ଓ କୈଳାଶ ନାୟକ, ପ୍ରମୁଖ ଉପସ୍ଥିତ ଥିଲାବେଳେ ଧନ୍ୟବାଦ ଦେଇଥିଲେ ଆଲୋକ ସାହୁ l

ଏହି ଉତ୍ସବରେ ଅନେକ ଚମତ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *