ଧ୍ଵଂସ ନୁହେଁ ଜୀବନ ଚାହୁଁ: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ବନ୍ଦ ଦାବିରେ ସିପିଆଇ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ।ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ -ସିପିଆଇ

Spread the love

ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ – ଧ୍ଵଂସ ନୁହେଁ ଜୀବନ ଚାହୁଁ: ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ବନ୍ଦ ଦାବିରେ ସିପିଆଇ ପକ୍ଷରୁ ବିକ୍ଷୋଭ ଅନୁଷ୍ଠିତ।

ଭୁବନେଶ୍ଵର: ତା୫/୩: ଦର୍ଶନ ସମୀକ୍ଷା

ସାର୍ବଭୌମ ରାଷ୍ଟ୍ର ଇରାନ ଉପରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଯେଭଳି ଯୁଦ୍ଧର ଧ୍ଵଂସ ଲିଳା କରି ବିଦ୍ୟାଳୟ, ଡାକ୍ତରଖାନା, ସରକାରୀ କାର୍ଯ୍ୟାଳୟ, ଜନଵସତି, ବ୍ୟବସାୟ ପ୍ରତିଷ୍ଠାନ ଇତ୍ୟାଦି ଧ୍ଵଂସ କରିବା ସହ ଶହ ଶହ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବୋମା ବର୍ଷଣ କରି ହତ୍ଯା କରିଛନ୍ତି, ଇରାନ ର ସର୍ଵ ମୁଖ୍ଯ ନେତା ଆୟୋତୋଲ୍ଲା ଅଲ୍ଲି ଖାମନେଇଙ୍କୁ ହତ୍ୟା କରାଯାଇଛି ସିପିଆଇ ପକ୍ଷରୁ ଏହି ଘଟଣାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଓ ଇରାନବାସୀଙ୍କ ସହ ଭାଇଚାରା ପ୍ରଦର୍ଶନ କରାଯାଇଛି।

ଯୁଦ୍ଧ ନୁହେଁ ଶାନ୍ତି ଚାହୁଁ – ଧ୍ଵଂସ ନୁହେଁ ଜୀବନ ଚାହୁଁ – ଇରାନ ଉପରେ ଆମେରିକା ଓ ଇସ୍ରାଏଲ ପକ୍ଷରୁ କରାଯାଇଥିବା ଯୁଦ୍ଧ ଅବିଳମ୍ବେ ବନ୍ଦ କରିବା ପାଇଁ ମିଳିତ ଜାତିସଂଘର ସ୍ଵତନ୍ତ୍ର ଅଧିଵେଶନ ଡକାଇ ଯୁଦ୍ଧ ବନ୍ଦ ଓ ମଧ୍ୟ ପ୍ରାଚ୍ୟ ଶାନ୍ତି ପ୍ରତିଷ୍ଠା ଉଦ୍ୟମ କରିବାକୁ ଦାବି କରାଯାଇଛି। ଇରାନ ଏକ ସ୍ଵାଧୀନ ଓ ସାର୍ବଭୌମ ରାଷ୍ଟ୍ର -ହୋଇଥିଵା ଵେଳେ ସେ ଦେଶରେ କିଏ ରାଷ୍ଟ୍ର ମୁଖ୍ୟ ବା ରାଷ୍ଟ୍ରପତି ହେବେ, ତାହା ଇରାନଵାସୀ ନିର୍ଣ୍ଣୟ କରିଵେ – ଆମେରିକା ନୁହେଁ ଵୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୁହାଯାଇଛି। ସେହିଭଳି ଯୁକ୍ତରାଷ୍ଟ୍ର ଆମେରିକାର ଯୈ।ନଵ୍ଯଭିଚାର

Leave a Reply

Your email address will not be published. Required fields are marked *