ପୁରୀ ମେନ କେନାଲ ରେ ମହିଳା ନିଖୋଜ
ବାରଙ୍ଗ ୨୭/୦୨ – ଦର୍ଶନ ସମୀକ୍ଷା
ପୁରୀ ମୁଖ୍ୟକେନାଲ ଏକ ଗାଧୁଆ ତୁଠ ରେ ତାଙ୍କର ଚପଲ ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ। ତେବେ ନାଳ ରେ ଭାସିଯାଇଥିବା ସନ୍ଦେହ କରି ସେମାନେ ବାରଙ୍ଗ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଅଗ୍ନିଶମ ବିବାଗ ର କର୍ମଚାରୀମାନେ 9-30 ସମୟରେ ରେ ମହିଳାକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ।ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ସ୍ଥିତ ବଡ଼ମେଡିକାଲ କୁ ପଠାଇଛନ୍ତି। ତେବେ ଏ ସଂକ୍ରାତରେ।
ମହିଳାଙ୍କ ପୁତ୍ର ସନ୍ଦୀପ କୁମାର ବେହେରା ଗୋଡ଼ିସାହି ଫାଣ୍ଡି ରେ ଲିଖିତ ଅଭିଯୋଗ କରିଛନ୍ତି l ଅପରପକ୍ଷରେ ଶାନ୍ତିଲତାଙ୍କ ର ବିୟୋଗ ରେ ତାଙ୍କ ଗ୍ରାମ ତଥା ବାରଙ୍ଗ ଅଞ୍ଚଳ ରେ ଗଭୀର ଶୋକର ଛାୟା ଖେଳିଯାଇଛି l ତେବେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଗ୍ରାମ ସ୍ମସ୍ନାଁନ ରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ତାଙ୍କର ଜ୍ୟେଷ୍ଠପୁତ୍ର ପ୍ରଶାନ୍ତ ମୁଖାଗ୍ନି ଦେଇଥିଲେ l












Leave a Reply