ଆଜି କଟକ ଅଭିରାମ ଫାଉଣ୍ଡେସନ ତରଫରୁ କଟକ ନୂଆବଜାର ସ୍ଥିତ ସି ଆର ଆର ଆଇ ଥାନା ଭାରପ୍ରାପ୍ତ ଅଧିକାରୀ ପି ଟି, ଗଣେଷ ଚନ୍ଦ୍ର ସାହୁ ଙ୍କୁ ଉତ୍ତରୀ ପୁଷ୍ପ ଗୁଛ ସହ ଏକ ଫୁଲ ଗଛ ଚାରା ଦେଇ ବୃକ୍ଷ ହିଁ ଜୀବନ ସୁଭେତ୍ସା ସହ ସମ୍ଭର୍ଦ୍ଧିତ କରିଛନ୍ତି.
କଟକ: ପ୍ରକାଶ ଚନ୍ଦ୍ର ବେଉରା ( ଦର୍ଶନ ସମୀକ୍ଷା)
ସେଠାରେ ଉପସ୍ଥିତ ଅଭିରାମ ଫାଉଣ୍ଡେସନ ର ସଭାପତି ଧର୍ମାନନ୍ଦ ସାହୁ, ସମ୍ପାଦକ ଅଶୋକ କୁମାର ମହାନ୍ତି,କୋଷଧକ୍ଷ,ଦେବେନ୍ଦ୍ର କୁମାର ସାହୁ, ପ୍ରକାଶ କୁମାର ବେଉରା.ଆଦିତ୍ୟ ନାରାୟଣ ଆଚାର୍ଯ୍ୟ., ଦେବୀପ୍ରସାଦ କର ପ୍ରମୁଖ ଉପସ୍ଥିତ ରହି ସମ୍ଭର୍ଦ୍ଧିତ କଲେ.












Leave a Reply