ସାମ୍ବାଦିକତାକୁ ଏକ ସର୍ବଜନୀନ ହିତ (Public Good) ଭାବେ ସ୍ୱୀକାର କରାଯାଉ — ଯାହା ସଚେତନ ଓ ସୂଚିତ ସମାଜ (informed societies) ପାଇଁ ଅତ୍ୟାବଶ୍ୟକ-କଲ୍ଲି ପୁରୀ ଏଡିଟର୍‌-ଇନ୍-ଚିଫ୍‌, ଇଣ୍ଡିଆ ଟୁଡେ

Spread the love

ସାମ୍ବାଦିକତାକୁ ଏକ ସର୍ବଜନୀନ ହିତ (Public Good) ଭାବେ ସ୍ୱୀକାର କରାଯାଉ — ଯାହା ସଚେତନ ଓ ସୂଚିତ ସମାଜ (informed societies) ପାଇଁ ଅତ୍ୟାବଶ୍ୟକ।

କେବଳ କ୍ଲିକ୍‌ ନୁହେଁ, ବରଂ ସମାଜରେ ପ୍ରକୃତ ପ୍ରଭାବ ପକାଇଥିବା ରିପୋର୍ଟିଂକୁ ପୁରସ୍କୃତ କରିବା ପାଇଁ ପ୍ରୋତ୍ସାହନ ଦିଆଯାଉ।

ବିଶ୍ୱସନୀୟ ସଂସ୍ଥା ଓ ସାମ୍ବାଦିକମାନଙ୍କ ପକ୍ଷରୁ ପ୍ରମାଣିତ ବିଷୟ (content)କୁ ଅଧିକ ମୂଲ୍ୟ ଦିଆଯାଉ।

— କଲ୍ଲି ପୁରୀ
(ଭାଇସ୍‌ ଚେୟାରପର୍ସନ୍‌ ଏବଂ ଏଡିଟର୍‌-ଇନ୍-ଚିଫ୍‌, ଇଣ୍ଡିଆ ଟୁଡେ ଗ୍ରୁପ୍ଣ୍

ଇଣ୍ଡିଆ ଟୁଡେ ୨୦୨୬ କାର୍ଯ୍ୟକ୍ରମ

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ଯାହା ଫେବ୍ରୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବ୍ରୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମ୍ମିଳନୀର ମୁଖ୍ୟ ବିଷୟ ରହିଛି ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ବା ସମସ୍ତଙ୍କ ପାଇଁ ସୁଖ ଏବଂ ସମସ୍ତଙ୍କ ପାଇଁ ଖୁସି। ଏହି ସମ୍ମିଳନୀରେ ଗୋଟିଏ ସ୍ଥାନରେ ବିଶ୍ବର ଅଗ୍ରଣୀ ପ୍ରଯୁକ୍ତି କମ୍ପାନି, ଟେକ୍‌ ଏକ୍ସପୋରେ ଭାଗ ନେଇଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ସହ ଆ‌ଲୋଚନା କରିଛନ୍ତି


ଆପଣ ଇଣ୍ଡିଆ ଟୁଡେ ୨୦୨୬ କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ପାଇବା ପାଇଁ ଇଣ୍ଡିଆ ଟୁଡେ ନିଜସ୍ୱ ଓଭରିଶିଆଲ ୱେବସାଇଟ କିମ୍ବା ସୋସିଆଲ ମିଡିଆ ପେଜ ଚେକ କରିପାରିବେ।

IndiaAIImpactSummit2026

BharatMandapam #NewDelhi

Leave a Reply

Your email address will not be published. Required fields are marked *