ଡିସେମ୍ବର ୨୦୧୪ର ଇମେଲ୍ଗୁଡିକ ଅନୁସାରେ, ହରଦୀପ ପୁରୀ ପଚାରିଥିଲେ ଯେ ଏପଷ୍ଟିନ୍ ତାଙ୍କ “ଏକଜୋଟିକ ଆଇଲ୍ୟାଣ୍ଡ” ରୁ କେବେ ଫେରିବେ, ଏବଂ ପରେ ଡିସେମ୍ବର ୨୦୧୫ରେ ପଚାରିଥିଲେ ଯେ ଏପଷ୍ଟିନ୍ଙ୍କ ପାଖରେ “କଫି ପାଇଁ ସମୟ ଅଛି କି ନାହିଁ?”

ହରଦୀପ ପୁରୀ ୨୦୧୪ରେ ବିଜେପିରେ ଯୋଗଦେଇଥିଲେ ଏବଂ ୨୦୧୭ରେ ରାଜ୍ୟମନ୍ତ୍ରୀ ହୋଇଥିଲେ!
ଜେଫ୍ରି ଏପଷ୍ଟିନ ୨୦୦୮ରେ ଶିଶୁ ଯୌନ ଅପରାଧରେ ଦଣ୍ଡିତ ହୋଇସାରିଥିଲେ
ଜେଫ୍ରି ଏପଷ୍ଟିନ ୨୦୦୯ରେ ଜେଲରେ ୧୩ ମାସ ରହି ବାହାରିଥିଲେ












Leave a Reply