ଏପ୍ଷ୍ଟିନ୍ ଫାଇଲ୍ସ:
ନରୱେ ପ୍ରଥମ ଦେଶ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ଥୋର୍ବ।ନ୍ ଯାଗଲାଣ୍ଡ (୧୯୯୬–୧୯୯୭)ଙ୍କୁ ଗୁରୁତର ଆଇନଗତ ଅଭିଯୋଗରେ ଛନ୍ଦିଲା।
ଯାଗଲାଣ୍ଡଙ୍କ ପରିବାର ପାଇଁ ୨୦୧୪ରେ ପାମ୍ ବିଚ୍ ଯାତ୍ରା, ଉପହାର ଓ ଋଣ, ସବୁକିଛି ଏପ୍ଷ୍ଟିନ୍ଙ୍କ ଅର୍ଥରେ ହୋଇଥିବା ଅଭିଯୋଗ ହୋଇଛି।
ସେତେବେଳେ (୨୦୦୯–୨୦୧୯) ଯାଗଲାଣ୍ଡ ୟୁରୋପ୍ ପରିଷଦରେ ମହାସଚିବ ଥିଲେ।
•Corruption Perceptions Index (CPI) 2025:
•Norway: 4/180 countries Marks: (81/100)
•India: 91/180 countries
Marks: (39/100)












Leave a Reply