ଗୁରୁବାର ସାମ୍ବାଦିକମାନେ ସଂସଦ ବାହାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ‘ସ୍ୱାଧିକାର ଭଙ୍ଗ ନୋଟିସ’ ନେଇ ପ୍ରଶ୍ନ କରିଥିଲେ!
ରାହୁଲ ଗାନ୍ଧୀ କହିଥିଲେ: ‘ଆପଣମାନେ ପୂରାପୂରି ବିଜେପି ଦ୍ୱାରା ନିଯୁକ୍ତି ପାଇନାହାନ୍ତି। କିଛିଟା ତଥ୍ୟଭିତ୍ତିକ ହୁଅନ୍ତୁ। ଏହା ବହୁତ ହୋଇଯାଉଛି, ଲଜ୍ୟାଜନକ।’
ଦିଲ୍ଲୀର ୩ଟି ସାମ୍ବାଦିକ ସଙ୍ଘ ଏହା ବୃତ୍ତିଗତ ସମ୍ମାନ ଓ ସାମ୍ବାଦିକଙ୍କ ସ୍ୱାଧୀନତା କ୍ଷୁଣ୍ଣ କରୁଥିବା ବିବୃତି ଜାରି କରିଛନ୍ତି!












Leave a Reply