ଜେଫ୍ ବେଜୋସ୍ $75 ମିଲିୟନ୍ରେ ଫିଲ୍ମ,
$500 ମିଲିୟନ୍ରେ ଜାହାଜ,
$55 ମିଲିୟନ୍ରେ ବିବାହ,
$5 ମିଲିୟନ୍ରେ ସ୍ତ୍ରୀ ପାଇଁ ରିଙ୍ଗ୍ କିଣିପାରନ୍ତି—
ତେବେ ୱାଶିଙ୍ଗଟନ୍ ପୋଷ୍ଟର
ଏକ-ତୃତୀୟ କର୍ମଚାରୀଙ୍କୁ
ଚାକିରିରୁ ବାହାର କରିବାକୁ
“ଆବଶ୍ୟକ” ଥିଲା କି?

ଡେମୋକ୍ରାସୀ (ଲୋକତନ୍ତ୍ର)ର ମୃତ୍ୟୁ ଓଲିଗାର୍କି(କିଛି ପ୍ରଭାବଶାଳୀ ଲୋକଙ୍କ ହାତରେ କ୍ଷମତା)ରେ ରହିଲେ ହୁଏ।- ବର୍ଣ୍ଣି ସାଂଡର୍ସ (ବରିଷ୍ଠ ଡେମୋକ୍ରାଟ ସାଂସଦ, ଆମେରିକା)
ଏହି ପୋଷ୍ଟ ଉପରେ ଲୋକେ ସମ୍ପତ୍ତି ଅସମାନତା କଥା କହିବାବେଳେ ସାଂଡର୍ସଙ୍କୁ ବି ସମାଲୋଚନା କରିଛନ୍ତି।
ମିଡିଆ ଚଳାଇବାର ବ୍ୟବସାୟିକ ଖର୍ଚ୍ଚ କଥା କହିବା ବେଳେ ୱାସିଂଟନପୋଷ୍ଟ ସାମ୍ବାଦିକତାରୁ ଦୂରେଇ ଯିବା, ଛାପା ମାଧ୍ୟମର ଗ୍ରହଣୀୟତା କମିବା ସମ୍ପର୍କରେ ବି କହିଛନ୍ତି!












Leave a Reply