ଜେଫ୍ରି ଏପଷ୍ଟାଇନ ଫାଇଲ ଉପରେ CNNର ହ୍ୱାଇଟ ହାଉସ ମହିଳା ସାମ୍ବାଦିକ କେଟଲାଇନ୍ସ କଲିନ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ କଣ ପଚାରିଲେ

Spread the love

ଜେଫ୍ରି ଏପଷ୍ଟାଇନ ଫାଇଲ ଉପରେ CNNର ହ୍ୱାଇଟ ହାଉସ ମହିଳା ସାମ୍ବାଦିକ କେଟଲାଇନ୍ସ କଲିନ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ କଣ ପଚାରିଲେ

Oplus_131072

ଆଉ ଟ୍ରମ୍ପ କଣ ଉତ୍ତର ଦେଲେ:

  • ପ୍ରଶ୍ନ: ଯେଉଁ ପୀଡ଼ିତ ନ୍ୟାୟ ପାଇନାହାନ୍ତି, ସେମାନଙ୍କୁ କ’ଣ କହିବେ?
  • ଟ୍ରମ୍ପଙ୍କ ଉତ୍ତର: ତୁମେ ଜଣେ ଅତ୍ୟନ୍ତ ଖରାପ ସାମ୍ବାଦିକ (worst reporter)।
  • ⁠ମୁଁ ତୁମକୁ ୧୦ ବର୍ଷ ଧରି ଜାଣେ, କିନ୍ତୁ କେବେ ହସୁଥିବା ଦେଖିନି।
  • ⁠CNN ଗୋଟେ ଅସତ୍ୟବାଦୀ ସଂଗଠନ (dishonest organization)।
  • ⁠ଏପଷ୍ଟାଇନ‌ ଫାଇଲ୍‌ସ ଛାଡ଼ି ଦେଶ ଆଗକୁ ବଢ଼ିବା ଉଚିତ!
  • CNNର bias (ପକ୍ଷପାତ) ବାମ ଢଳଣି…ଟ୍ରମ୍ପଙ୍କ ସହିତ ସେମାନଙ୍କର ଟଣାଓଟରା (friction) ସମ୍ପର୍କ ରହିଆସିଛି!

Leave a Reply

Your email address will not be published. Required fields are marked *