ପଶ୍ଚିମବଙ୍ଗ ସୀମାରେ ଅନୁପ୍ରବେଶ ରୋକିବାକୁ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ କିଏ ମନା କରିଛି? ସୀମାରେ ଅନୁପ୍ରବେଶ ପାଇଁ ସେ ଇସ୍ତଫା ଦିଅନ୍ତୁ-ମମତା ବାନାର୍ଜୀ (ଡିସେମ୍ବର ୩୦, ୨୦୨୫)
ପଶ୍ଚିମବଙ୍ଗ ସରକାର ସୀମାରେ ତାରବାଡ଼ ବୁଲାଇବାକୁ କୋର୍ଟ ନିର୍ଦେଶ ପରେ ବି ଜମି ଦେଉନାହାନ୍ତି, ଭୋଟ ପାଇଁ ଅନୁପ୍ରବେଶକୁ ସୁରକ୍ଷା ଦିଆଯାଉଛି। ବିଜେପି ସରକାର ଆସିଲେ, ୪୫ ଦିନରେ ବାଡ଼ ତିଆରି ହେବ- ଅମିତ ଶାହ, କେନ୍ଦ୍ର ଗୃହ ମନ୍ତ୍ରୀ
*ନା, ଜମି ଦିଆଯାଇଛି, କେବଳ ତୁମେ ଓ ତୁମ ପୁଅ ଖାଇବ, ଆମକୁ ଭାଷଣ ଶୁଣାଇବ- ମମତା ବାନାର୍ଜୀ (ଡିସେମ୍ବର ୩୦, ୨୦୨୫)
*ପଶ୍ଚିମବଙ୍ଗରେ ଦୁର୍ନୀତି ଆନୁଷ୍ଠାନିକ ହୋଇଯାଇଛି। ପୁତୁରା (ଅଭିଷେକ ବାନାର୍ଜୀ) ମୋହରେ ମମତା ଦିଦି ଅନ୍ଧ ହୋଇଯାଇଛନ୍ତି- ଅମିତ ଶାହା (ଜାନୁଆରୀ ୩୧, ୨୦୨୬)












Leave a Reply