ଗଜପତି ମିଶ୍ରଣ ପର୍ବ// ନବୀନ ପଟନାୟକ ଜିନ୍ଦାବାଦ କହି ସମସ୍ତ ଗ୍ରାମବାସୀ ଏକାଥରେ ବିଜେଡିରେ ମିଶିଲେ

Spread the love

ଧୋବାଜୟପୁର ଗ୍ରାମର ସମସ୍ତ ଗ୍ରାମବାସୀ ବିଜେଡିରେ ମିଶିଲେ ପାରଳାଖେମୁଣ୍ଡି, 27/1(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ପଞ୍ଚାୟତ ଧୋବାଜୟପୁର ଗ୍ରାମର ସମସ୍ତ ଗ୍ରାମବାସୀ ଆଜି ବିଜେଡି ଦଳ ଓ ନବୀନ ପଟ୍ଟନାୟକଙ୍କ ଆଦଶରେ ଅନୁପ୍ରାଣୀତ ହୋଇ ବିଜେଡି ଦଳରେ ସାମିଲ ହୋଇଛନ୍ତି. ଏହି ମିଶ୍ରଣ ପର୍ବରେ ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବିଜେଡି ସଭାପତି ପ୍ରଦୀପ ନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା ,ସ୍ଥାନୀୟ ସରପଞ୍ଚ ଅଖିଳ ପାତ୍ର ସହ ଜିଲ୍ଲା ଛାତ୍ର ଓ ଯୁବ ସଭାପତି ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *