ତୃଣମୂଳ କଂଗ୍ରେସ ଭଳି ମହମ୍ମଦ ମୋକିମ ଗଢ଼ିବେ ‘ଓଡ଼ିଶା ଜନତା କଂଗ୍ରେସ’ ଏପଟେ ବରିଷ୍ଟ ଓକିଲ କହିଲେ ଯଦି ଭି କେ ପାଣ୍ଡିଆନ୍ ଦଳ ଗଢ଼ିବେ ଷ୍ଟାର ଆଟ୍ରାକ୍ସନ ହେବେ, ମୋକିକ ହୋଇପାରିବେ ନାହିଁ

Spread the love

ତୃଣମୂଳ କଂଗ୍ରେସ ଭଳି ମହମ୍ମଦ ମୋକିମ ଗଢ଼ିବେ ‘ଓଡ଼ିଶା ଜନତା କଂଗ୍ରେସ’ ବା ‘ଓଡ଼ିଶା ଲୋକ କଂଗ୍ରେସ’

ତୃଣମୂଳ ଭଳି ଓଡିଶାରେ କଂଗ୍ରେସ ଓ ବିଜେପିକୁ ଦେବେ ଟକକର

ଏପଟେ ବରିଷ୍ଟ ଓକିଲ କହିଲେ ଯଦି ଭି କେ ପାଣ୍ଡିଆନ୍ ଦଳ ଗଢ଼ିବେ ଷ୍ଟାର ଆଟ୍ରାକ୍ସନ ହେବେ, ମୋକିକ ହୋଇପାରିବେ ନାହିଁ- ଆଡଭୋକେଟ୍ ଶ୍ରୀନିବାସ ମହାନ୍ତି

ଓଡ଼ିଶାରେ ରାଜନୈତିକ ସ୍ଥିତି ପରଖିବା ବର୍ତ୍ତମାନ କଠିନ ହେଇ ପଡ଼ିଲାଣି କେତେବେଳେ କିଏ କୋଉ ଦଳ କୁ ଡିଆଁ ମାରିଲାନି ତ କିଏ କାହା ସହିତ ଗୁପ୍ତ ମନ୍ତ୍ରଣା ରେ ବେସ୍ତ

vk pandian ଙ୍କ ବିଷବସ୍ତୁକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆଗକୁ କଣ ହେବାକୁ ଯାଉଛି ଦେଖିବା ପାଇଁ ସମସ୍ତେ ଉତ୍କଣ୍ଠା ଗତ ନିର୍ବାଚନରେ ବିଜେଡି ହାରିବା ପରେ ବିଭିନ୍ନ ମିଡ଼ିଆ ରେ ନାନାଦି କଥା ଶୁଣାଯାଇଥିଲା ପାଣ୍ଡିଆନ ଗିରଫ ହେବେ ବୋଲି ପ୍ରାୟ ଏକ ମାସ ପ୍ରଚାର ହେଲା କିନ୍ତୁ ବର୍ତ୍ତମାନ ଯାହା ଶୁଣାଯାଉଛି ପାଣ୍ଡିଆନ କୁଆଡେ଼ ମୂଖ୍ୟ ଦିଲ୍ଲୀରେ ରହି ଗୋଟି ଚଲଉଚଚ୍ନ୍ତି

ନବୀନଙ୍କ ଉପରେ ସମସ୍ତଙ୍କ ନଜର ସେ ଯାହା କହିବେ ତାହା ହେବା ଥୟ

Leave a Reply

Your email address will not be published. Required fields are marked *