ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାରଙ୍କ ପରଲୋକ ୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଅଭିଜିତ୍‌ଙ୍କ ଦେହାନ୍ତ

Spread the love

ଅଭିଜିତ୍‌ମଜୁମଦାରଙ୍କପରଲୋକ
-ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାରଙ୍କ ପରଲୋକ .
-୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଅଭିଜିତ୍‌ଙ୍କ ଦେହାନ୍ତ.
ଲିଭର୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ ଅଭିଜିତ୍‌ .
-୧୯୯୧ ମସିହାରେ ଅଭିଜିତ୍‌ଙ୍କ ସଙ୍ଗୀତ କ୍ୟାରିଅର ଆରମ୍ଭ.
‘ଦକ୍ସିଗଲା’ ଅଭିଜିତ୍‌ଙ୍କ ପ୍ରଥମ ସମ୍ବଲପୁରୀ ଆଲବମ୍‌ .
୨୦୦୦ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଆରମ୍ଭ.
ତରଙ୍ଗ ଟିଭିର ‘ମେଲୋଡି ନାଇଟ୍ସ’ ଖୁବ୍‌ ଲୋକପ୍ରିୟ ହୋଇଥିଲା
୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ
-୨୦୧୧ରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ
-ଲକ୍‌ଡାଉନ୍ ଅନ୍ତାକ୍ଷରୀ, ବ୍ୟାଣ୍ଡ୍ ବାଜା ବାରାତ୍ ଉଇଥ୍ ଅଭିଜିତ୍ ବେଶ୍ ଲୋକପ୍ରିୟ.
-ଅଭିଜିତ୍‌ ମଜୁମଦାର ଜଣେ ଅଧ୍ୟାପକ ଥିଲେ
-୧୯୯୬ରେ ସଙ୍ଗୀତ କ୍ଷେତ୍ରରେ କାମ କରିବାରୁ ଚାକିରିରୁ ଇସ୍ତଫା ଦେଇଥିଲେ

Leave a Reply

Your email address will not be published. Required fields are marked *