ମୋଟର ଯାନ ସଂଶୋଧନ ଆଇନକୁ ଘରୋଇ ବସ୍‌ ମାଲିକ ସଂଘର ବିରୋଧ, ଜର୍ଜିଆ କର ସହ ସମାନ

Spread the love

ଜିଜିଆକର ସହ ସମାନ: ଘରୋଇବସ୍‌_ସଂଘ
-ମୋଟର ଯାନ ସଂଶୋଧନ ଆଇନକୁ ଘରୋଇ ବସ୍‌ ମାଲିକ ସଂଘର ବିରୋଧ
-ସଂଶୋଧିତ ଆଇନକୁ ଜିଜିଆ କର ସହ ତୁଳନା କଲେ ସମ୍ପାଦକ ଦେବେନ୍ଦ୍ର ସାହୁ
‘-ସାଧାରଣ ଚାଳଙ୍କଙ୍କ ଆର୍ଥିକ ମେରୁଦଣ୍ଡକୁ ଏହି ଆଇନ ଭାଙ୍ଗିଦେବ’
-ବର୍ଷରେ ୫ ଥର ନିୟମ ଭାଙ୍ଗିଲେ ଲାଇସେନ୍ସ ଋଦ୍ଦ ନିୟମକୁ ବିରୋଧ
-କୋର୍ଟ ଯିବାକୁ ଚାହିଁଲେ ଆଗୁଆ ୫୦ ପ୍ରତିଶତ ଜରିମାନା ଦାଖଲକୁ ବିରୋଧ
-୪୫ ଦିନ ମଧ୍ୟରେ ଚାଲାଣ ପୈଠ ନ କଲେ ଗାଡିକୁ ବ୍ଲାକଲିଷ୍ଟକୁ ବିରୋଧ
-ଏହି ନିୟମ ଗୁଡିକର ପୁନଃତର୍ଜମା କରିବାକୁ ସରକାରଙ୍କ ନିକଟରେ ଦାବି

Leave a Reply

Your email address will not be published. Required fields are marked *