Spread the love

ଓଡ଼ିଶାରେ 1960ରୁ ଗୋହତ୍ୟା ନିରୋଧ ଆଇନ ରହିଛି!
ଆଇନ ଅନୁସାରେ ବୁଢ଼ୀ ଗାଈକୁ ବି ହତ୍ୟା କରାଯାଇପାରିବ ନାହିଁ, ଗୋଶାଳା ଯିବ
ରାଜ୍ୟରେ 28 ଜିଲ୍ଲାରେ 94ଟି ସରକାରୀ ଓ ବେସରକାରୀ ଗୋଶାଳା ରହିଛି
50ଟି ବୁଲା ଅସହାୟ ଗାଈଙ୍କ ଗୋଶାଳା ତିଆରି ପାଇଁ 20 ଲକ୍ଷ ସହାୟତା ମିଳେ
100 ଗାଈଙ୍କ ଗୋଶାଳା ପାଇଁ 36 ଲକ୍ଷ, 150ଙ୍କ ପାଇଁ 52 ଲକ୍ଷ ସହାୟତା ମିଳେ
ବଡ଼ ଗାଈର ଖାଦ୍ୟ ପାଇଁ ସରକାର ବର୍ଷକୁ 20 ହଜାର ଟଙ୍କା ସହାୟତା ଦିଅନ୍ତି

କେବଳ 14 ବର୍ଷରୁ ଅଧିକ ବର୍ଷର ବଳଦ ଓ ଷଣ୍ଢ ହତ୍ୟା କରାଯାଇପାରିବ
ତେବେ ହତ୍ୟା ପାଇଁ ସିଡିଭିଓଙ୍କ ଅନୁମୋଦନ ଓ ସାର୍ଟିଫିକେଟ୍ ଦରକାର

Leave a Reply

Your email address will not be published. Required fields are marked *