କନ୍ଧମାଳ : ରାଇକିଆ ଥାନାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ..
କନ୍ଧମାଳ: କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ରାଇକିଆ ଥାନାର ନୂତନ ଥାନା ଅଧିକାରୀ ଭାବେ ଏ. ସ୍ଵର୍ଣ୍ଣଲତା ପାତ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି l ପୂର୍ବରୁ ଥାନା ଅଧିକାରୀ ଭାବେ ସୁରେଶ ତ୍ରିପାଠୀ ଙ୍କ ବଦଳି ପରେ ସବ୍ ଇନ୍ସପେକ୍ଟର ଆଶୁତୋଷ ପାଇକରାୟ ଦାୟିତ୍ଵ ରେ ଥିଲେ l ସ୍ଵର୍ଣ୍ଣଲତା ତାଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି l
ସେ ଏହା ପୂର୍ବରୁ ବ୍ରହ୍ମପୁର ସାଇବର ଥାନାରେ ଥିଲେ l ଅଞ୍ଚଳର ଆଇନ୍ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ ରାଇକିଆ ଅଞ୍ଚଳ ର ସମସ୍ତଙ୍କ ସହଯୋଗ ନେଇ କାର୍ଯ୍ୟ କରିବେ ବୋଲି ସ୍ଵର୍ଣ୍ଣଲତା କହିଛନ୍ତି l












Leave a Reply