ମୋକିମ ଭାଇ ଆମ ନେତା
ମୁକିମ୍ ଭାଇ କଟକ ର ଜଣେ ସମାଜସେବୀ ହେବା ସହିତ ସେ ସବୁ ପ୍ରକାର ର ସାହାଯ୍ୟ ସହଯୋଗ ର ହାତ ବଢାନ୍ତି ସେମିତି ଆଜିର କୁନି କୁନି ପିଲମାନଙ୍କ କାର୍ଯ୍ୟକ୍ରମ ରେ ମୋତେ ଡାକିଥିଲେ ତେଣୁ ମୁଁ ଆସିଥିଲି
ତେଣିକି ଡବଲ ଇଞ୍ଜିନ ସରକାର ହେଉ କିମ୍ବା ବିଜେଡି ସରକାର ମୁକିମ ଭାଇ ଜଣେ ଭଲ ରାଜନୀତିକ ନେତା ଏଥିରେ ତିଳେ ମାତ୍ର ସନ୍ଦେହ ନାହି
ମୋତେ ଆପଣ ମାନେ ଭାବନ୍ତୁ ନାହି କି ଆଉ କିଛି ମନରେ ରଖି ଆସିଛି











Leave a Reply