କଟକ ସହରାଞ୍ଚଳ ଚାଉଳିଆଂଗଞ୍ଜ ଥାନାରେ ଆୟୋଜନ ହୋଇଛି ରକ୍ତ ଦାନ ମହାପୂଣ୍ୟ ର ଏକ ରକ୍ତ ଦାନ ଶିବିର- କଟକ ରୁ ପ୍ରକାଶ ଚନ୍ଦ୍ର ବେଉରା (ଦର୍ଶନ ସମୀକ୍ଷା)

Spread the love

କଟକ ସହରାଞ୍ଚଳ ଚାଉଳିଆଂଗଞ୍ଜ ଥାନାରେ ଆୟୋଜନ ହୋଇଛି ରକ୍ତ ଦାନ ମହାପୂଣ୍ୟ ର ଏକ ରକ୍ତ ଦାନ ଶିବିର କଟକ ପ୍ରକାଶ ଚନ୍ଦ୍ର ବେଉରା (ଦର୍ଶନ ସମୀକ୍ଷା)

ଆଜିର ଦୈନ୍ୟ ଦିନ ଜୀବନାରେ ପ୍ରତିଦିନ ବିଭିନ୍ନ ଛୋଟ ବଡ଼ ଦୁର୍ଘଟଣା ଘଟିଯାଉଛି ଜାଣ ଅଜାଣତରେ. ଏବଂ ଏଥିସହ ବିଭିନ୍ନ ରୋଗ ବୈରାଗୀ ରେ ନାହିଁ ନଥିବା ରକ୍ତ ର ସାହାର୍ଯ୍ୟ ମିଳିବା କାଠିକର ହୋଇଯାଉଛି. ବହୁ ନିରାଶ୍ରୟୀ ଙ୍କୁ ବି ସହାୟତା ଠିକ ସମୟରେ ମିଳି ପାରୁନି ଯାହା ଅନେକ ସମୟରେ ପରିବାର ର ବହୁ ମୂଲ୍ୟବାନ ଧନ ଜୀବନ ହରାଇ ଦେଉଛନ୍ତି. ଏହି ଦୃଷ୍ଟିକୁ ଆଖିଆଗରେ ରଖି ଆଜି ଡିସିପି ଙ୍କ ନିର୍ଦେଶରେ କଟକ ସହର ଚାଉ ଲିଆଗାଞ୍ଜ ଥାନା ରେ ଏକ ରକ୍ତ ଦାନ ଶିବିର ଉଦ୍ଘାଟନ କରି ଥିଲେ,ଏହି କାର୍ଯ୍ୟକ୍ରମ କମିଶନରେଟ ପୋଲିସ ଏବଂ ରେଡ କ୍ରସ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା.ସ୍ଥାନୀୟ ଯୁବକ ସଙ୍ଘ ସାମାଜିକ କର୍ମୀ ପୋଲିସ ଅଧିକାରୀ ସ୍ବେଛାକୃତ ରକ୍ତ କରିଥିଲେ, ଏବଂ ଶହେ ଇୟୁନିଟ ରୁ ଅଧିକା ସଂଗ୍ରହ କରାଯଇଥିଲା.

Oplus_131072

ଏହି କାର୍ଯ୍ୟକ୍ରମ ଦିନ 9ଟାରୁ ଦିନ 4ଟା ପର୍ଯ୍ୟନ୍ତ ଜାରି ରହିଥିଲା.ଆଗାମୀ ଦିନରେ ସବୁ ଥାନାରେ ଏଭଳି କାର୍ଯ୍ୟକ୍ରମ ର ଅଭିଯାନ ଜାରି ରହିବବୋଲି ଉକ୍ତ ଶିବିର ରେ ସନ୍ଦେଶ ଦିଆଯାଇଥିଲା.ଉକ୍ତ ଶିବିରରେ କଟକ ଚୌଦ୍ୱାର ବିଧାୟକ ସୌ୍ଭିକ ବିଶ୍ୱାଳ, ନଇନି ମହାନ୍ତି,ଏଡିସିପି ଜୋନ 5, 6ଥର ଏସିପି ଏବଂ ଚାଉଳିଆ ଗଞ୍ଜ ଥାନା ଅଧିକାରୀ ଏବଂ ଥାନା କର୍ମଚାରୀ ସାମାଜିକ କର୍ମୀ ଯୁବକ ସଙ୍ଘ ପ୍ରମୁଖ ସହ ସହ ଯୋଗ ରେ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ.
କଟକ ସହରାଞ୍ଚଳ ଚାଉଳିଆଂଗଞ୍ଜ ଥାନା ରେଆୟୋଜନ ହୋଇଛି ରକ୍ତ ଦାନ ମହାପୂଣ୍ୟ ର ଏକ ରକ୍ତ ଦାନ ଶିବିର.

Leave a Reply

Your email address will not be published. Required fields are marked *