୧୦ ବର୍ଷ ତଳେ ଉଦ୍ୟୋଗୀକୁ ଲୋକେ ଝିଅ ଦେଉନଥିଲେ, ଏବେ ମାଟ୍ରିମୋନିଏଲ ସାଇଟରେ ପ୍ରଥମ ପସନ୍ଦ ଉଦ୍ୟୋଗୀ।
ଆମେରିକାରେ ୧୯-୨୦ ବର୍ଷରେ ଲୋକେ ବଡ଼ କମ୍ପାନୀ ବସାନ୍ତି। ମୁଁ ତାହା ପଢ଼ି ଦ୍ୱାଦଶ ଶ୍ରେଣୀ ପରେ OYO ଆରମ୍ଭ କଲି।

ଫେସବୁକକୁ ପ୍ରଥମେ କିଛି ପାଣ୍ଠି ଦେଇଥିବା ପିଟର ଥିଲ ମୋତେ ୨୦୧୩ରେ ୧ ଲକ୍ଷ ଡଲାର (=୧ କୋଟି) ସହାୟତା ଦେଇଥିଲେ। ଏବେ OYO ୨୮ ହଜାର କୋଟିର କମ୍ପାନୀ। ୮୦ ଦେଶରେ ଆତିଥେୟତା ବ୍ୟବସାୟ କରୁଛି।
-ରୀତେଶ ଅଗ୍ରୱାଲ, ରାୟଗଡ଼ା (ଓଡ଼ିଶା)
*ରୀତେଶଙ୍କ ସମ୍ପତ୍ତି ₹୧୬ ହଜାର କୋଟି
*କମ୍ପାନୀ ସମ୍ପତ୍ତି ₹୨୮ ହଜାର କୋଟି
















Leave a Reply