ଖଲିକୋଟ // ଶ୍ରୀ ଅରବିନ୍ଦ ଶିକ୍ଷକେନ୍ଦ୍ର ର ତେୟାଳିଶିତମ ବାର୍ଷିକ ଉତ୍ସବ ଓ ଅରବିନ୍ଦ କ୍ଷେତ୍ର ର ଚାଳିଶିତମ ସ୍ଵନକ୍ଷତ୍ର, ଯୋଗ ଦେଲେ ସାଂସଦ ଓ ବିଧାୟଜ |

Spread the love

ଶ୍ରୀ ଅରବିନ୍ଦ ଶିକ୍ଷକେନ୍ଦ୍ର ର ତେୟାଳିଶିତମ ବାର୍ଷିକ ଉତ୍ସବ ଓ ଅରବିନ୍ଦ କ୍ଷେତ୍ର ର ଚାଳିଶିତମ ସ୍ଵନକ୍ଷତ୍ର, ଯୋଗ ଦେଲେ ସାଂସଦ ଓ ବିଧାୟଜ |
ଖଲ୍ଲିକୋଟ (ଦର୍ଶନ ସମୀକ୍ଷା)

ସହର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଅରବିନ୍ଦ କ୍ଷେତ୍ର ର ଚାଳିଶିତମ ସ୍ଵନକ୍ଷତ୍ର ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ର ତେୟାଳୀଷିତମ ବାର୍ଷିକ ଉତ୍ସବ ମହାସମାରୋହ ରେ ଶିକ୍ଷକେନ୍ଦ୍ର ର ସଭାପତି ଚକ୍ରପାଣି ସ୍ୱାଇଁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି |ଆୟୋଜିତ ମିଳିତ ଉତ୍ସବ ରେ ଆସିକା ସାଂସଦ ଶ୍ରୀମତୀ ଅନିତା ସୁଭଦର୍ଶନୀ ପଟ୍ଟନାୟଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖଲ୍ଲିକୋଟ ବିଧାୟଜ ପୂର୍ଣ୍ଣ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |

Oplus_131072

ଓଡିଶା ନବ ଜୀବନ ଶିକ୍ଷା ସଂସଦ ସମ୍ପାଦଜ ପ୍ରମୁଖ ବକ୍ତା ସମ୍ପାଦକ ପ୍ରସାଦ ତ୍ରିପାଠୀ ନୂତନ ଶିକ୍ଷା ପୂର୍ଣ୍ଣାଙ୍ଗ ଶିକ୍ଷା ର ପୂରଦୃଷ୍ଟି ସମ୍ପର୍କରେ ଆଲୋଚନା କରି ସମଗ୍ର ପୃଥିବୀ ଶ୍ରୀ ଅରବିନ୍ଦ ଚେତନା ମାର୍ଗ ରେ ଉଦବୃଧ ହୋଇ ଗତି କରୁଛି ବୋଲି ସୂଚନା ପ୍ରଦାନ କରିଥିଲେ |ବରିଷ୍ଟ ଶିକ୍ଷାବିତ ତଥା ଅରବିନ୍ଦ ମାର୍ଗ ର ପ୍ରବକ୍ତା ଭାଗିରଥି ମହାପାତ୍ର ସୂଚନା ଓ ସଂଯୋଜନା କରିଥିଵା ବେଳେ ଶିକ୍ଷକେନ୍ଦ୍ର ର ସମ୍ପାଦକ ରାମ ମୋହନ ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲସ ||ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ର ଅଧକ୍ଷ କରୁଣା କୁମାର ପଟ୍ଟନାୟକ କୃତଜ୍ଞତା ଜ୍ଞାପବ କରିଥିଲେ |

Oplus_131072

ପର୍ତୁଶ ରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ ଓ ଶିକ୍ଷକେନ୍ଦ୍ର ର ଛତ୍ର ଛାତ୍ରୀ ଙ୍କ ଦ୍ୱାରା ଶାରୀରିକ କ୍ରୀଡା ନୈପୂର୍ଣ୍ଣ ପ୍ରଦର୍ଶନ କରାଯିବା ସହ ଛତ୍ର ଛାତ୍ରୀ ଙ୍କ ଦ୍ୱାରା ସଂସ୍କୃତିଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା | ଏ ଉପଲକ୍ଷେ ଏକ ସ୍ମରଣିକା ମଂଚାସୀନ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷକେନ୍ଦ୍ର ର ଅପା ଭାଇ ମାନେ ଅଂଶ ଗ୍ରହଣ କରିଥିଲେ | ( ଫୋଟୋ ) ଖଲ୍ଲିକୋଟ ରୁ ମାଧବ ବେହେରା ଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *