Spread the love

ବିଡିଓ_ମୃତ୍ୟୁ_ତଦନ୍ତ_ଆରମ୍ଭ
ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁ ଘଟଣା
ସିମୁଳିଆ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ
ବିଡିଓ କାର୍ଯ୍ୟାଳୟ ପରିସରରେ ଥିବା ସିସିଟିଭି ଯାଞ୍ଚ କଲା ପୋଲିସ୍‌
ସିମୁଳିଆ ବିଡିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ଅନ୍ତିମ ସଂସ୍କାର ସଂପନ୍ନ
ଅନ୍ତିମ ସଂସ୍କାରରେ ଯୋଗ ଦେଲେନି କୌଣସି ବିଭାଗୀୟ ଅଧିକାରୀ
କୌଣସି ଅଧିକାରୀ ଯୋଗ ନଦେବାରୁ ମୃତ ବିଡିଓଙ୍କ ପତ୍ନୀଙ୍କ କ୍ଷୋଭ
ତଦନ୍ତ ନେଇ ପ୍ରତିକ୍ରିୟା ପ୍ରକାଶ କଲେ ବିଡିଓଙ୍କ ପତ୍ନୀ
‘କେତେ ଏମିତି ତଦନ୍ତ ହେଲାଣି, କିଛି ମିଳିଛି କି, କିଛି ମିଳିବନି’
ସେ ଆତ୍ମହତ୍ୟା କରିଛନ୍ତି; କିନ୍ତୁ କାହିଁକି କରିଛନ୍ତି ଆମେ ଜାଣିପାରୁନୁ’

Leave a Reply

Your email address will not be published. Required fields are marked *