..
ସମ୍ପଦ କାଳେ ବହୁ ସଖା
ବିପଦେ ନ ଦିଅନ୍ତି ଦେଖା
ବିପଦେ ମିଳେ ଯା’ର ଦେଖା
ସେ ଏକା ବନ୍ଧୁ ଭାବେ ଲେଖା
ତା’ସାଥେ ଭାବ ରଖ ପକ୍କା
ଜୀବନେ ନ ଖାଇବ ଧୋକା ।
ମନ ଭଲ ଥିଲେ ସବୁକିଛି ଭଲ ଲାଗେ,ମନ ଖରାପ୍ ଥିଲେ ଭଲଟା ବି ଖରାପ ଲାଗେ…..
ଏଇ ଟା ବୋଧହୁଏ ପ୍ରକୃତିର ନିୟମ ।
ନିଜକୁ କେବେ କମଜୋର୍ ଭାବନ୍ତୁ ନାହିଁ, ଏତେ ବଡ଼ ଦୁନିଆଁରେ ମୁଁ କ’ଣ କରି ପାରିବି ବୋଲି ଭାବୁଥିବା ଲୋକ ଥରେ ମୁଣ୍ଡ ଉପରକୁ କରି ଚାହାଁନ୍ତୁ ଦେଖିବେ କେବଳ ସୂର୍ଯ୍ୟ ହିଁ ଏକା ବିଶ୍ବକୁ ଆଲୋକିତ କରିପାରୁଛି ।
Advice କେବଳ କାନ ଦେଇ ନୁହେଁ ମନ ଦେଇ ଶୁଣିବାକୁ ହୁଏ, Relation କେବଳ ଅର୍ଥ ଆଉ ସୌନ୍ଦର୍ଯ୍ୟ ଦେଖି ନୁହେଁ Behaviour ଆଉ Character ଦେଖି କରିବାକୁ ହୁଏ, Respect କେବଳ ବୟସ ଦେଖି ନୁହେଁ ଆଚରଣ ଦେଖି କରିବାକୁ ହୁଏ ।
Leave a Reply