Spread the love

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହୋଇଛି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟ ଅଧିନକୁ ୧୫୦ରୁ ଅଧିକ କଲେଜ ଆସିବେ । ପ୍ରତ୍ୟେକ କଲେଜ ଓ ପାଠ୍ୟକ୍ରମ ପାଇଁ ଏକକ ଶିକ୍ଷାନୀତି, ପରୀକ୍ଷା କାର୍ଯ୍ୟକାରୀ ହେବ । ଏଥିସହିତ ମେଡିକାଲ ଓ ପାରା ମେଡିକାଲ କ୍ଷେତ୍ରରେ ଏହି ବିଶ୍ୱବିଦ୍ୟାଳୟ ଗବେଷଣା କରିବ । ସମସ୍ତ ଏଲୋପାଥିକ, ହୋମିଓପାଥିକ, ଆୟୁର୍ବେଦିକ ଡିଗ୍ରୀ ଓ ପିଜି କୋର୍ସକୁ ଏହି ବିଶ୍ୱବିଦ୍ୟାଳୟ ପରଚାଳନା କରିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *