ଷଷ୍ଠଥର ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ନବୀନ ନୀବାସରେ ସାଧୁ ସନ୍ଥ । ସନ୍ଥ ଭୀମ ଭୋଇ ମହିମା ଅଲେଖ ଟ୍ରଷ୍ଟ ପକ୍ଷରୁ ନବୀନ ଓ 5T ଅଧ୍ୟକ୍ଷଙ୍କୁ ଆଶୀର୍ବାଦ ଦେଲେ । ଓଡ଼ିଶାର ବିକାଶ କରୁଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଆମେ ତାଙ୍କୁ ଆଶିର୍ବାଦ ଦେଲୁ ଆଗାମୀ ନିର୍ବାଚନରେ ପୁଣିଥରେ ବିଜୟ ହୋଇ ଓଡିଶାର ବିକାଶକୁ ଆଗକୁ ନିଅନ୍ତୁ ବୋଲି କହିଲେ ସାଧୁ ସନ୍ଥ ।