Spread the love

ରାଗକୁ ମନରେ ଜାଗା ଦେଲେ ସମ୍ପର୍କ ନଷ୍ଟ ହୁଏ….

ଅଭିମାନକୁ ମନରେ ବାନ୍ଧି ରଖିଲେ ଦୁରତ୍ଵ ସୃଷ୍ଟି ହୁଏ ….

କିନ୍ତୁ

ସବୁ ଭୂଲି କ୍ଷମା କରିଦେଲେ ସମ୍ପର୍କ ପୂର୍ବ ଭଳି ସ୍ଥାୟୀ ରହେ….

ଜୀବନରେ ଏମିତି ଏକ ଲୋକକୁ ସାମିଲ କର,ଯିଏ କେବେ ଆଇନା ତ ପୁଣି କେବେ ଛାଇ ହେଇକି ରହୁଥିବ।କାହିଁକି ନା ଆଇନା କେବେ ମିଛ କୁହେ ନାହିଁ ଓ ଛାଇ କେବେ ସାଥି ଛାଡେ ନାହିଁ।

ସଂସାରର ଆବଶ୍ଯକତା ନିୟମ ଅନୁସାରେ ଚାଲିଥାଏ।ଶୀତ ଦିନେ ସୂର୍ଯ୍ୟଙ୍କୁ ଅପେକ୍ଷା ଆଉ ଖରାଦିନେ ତିରସ୍କାର କରାଯାଏ।ତେଣୁ ଲୋକଙ୍କ ପାଖରେ ଆପଣଙ୍କ ମୂଲ୍ଯ ଆବଶ୍ଯକତା ଅନୁସାରେ ହୋଇଥାଏ।

“ଶୁଆ” ମରିଚ ଖାଇ ମଧ୍ଯ ସବୁେବେଳେ ମିଠା କଥା କହୁଥାଏ, କିନ୍ତୁ ସବୁଠାରୁ ବଡ ଦୁଃଖର କଥା ଯେ,ମଣିଷ ଏତେ ମହଙ୍ଗା ଚିନି ଖାଇ ମଧ୍ଯ ସବୁେ ବେଳେ ପୀଡା ଦାୟକ କଥା ହିଁ କହେ।

ଖରାପ Habits ଯେତେ ମଧୁର ହେଉ ନା କାହିଁକି ଦିନେ Disease ସୃଷ୍ଟି କରିବ ଭଲ Habits ଯେତେ କଷ୍ଟ ହେଉ ନା କାହିଁକି ଦିନେ ଏହା ଏକ Medicine ରେ ପରିଣତ ହୋଇଯିବ

Related Post

Leave a Reply

Your email address will not be published. Required fields are marked *

You Missed