ଅଦଳବଦଳସୋରଶବ_ସିଲିଗୁଡ଼ିରେ
-ବାଲେଶ୍ବର ସୋରରେ ଶବ ପରିବର୍ତ୍ତନ ଭଳି ଅଭାବନୀୟ ଘଟଣା
-ପୁଅର କଫିନ୍ ଖୋଲିବା ବେଳେ ଦେଖିବାକୁ ମିଳିଲା ଅନ୍ୟ ଜଣଙ୍କ ମୃତଦେହ
-ଯୋଗାଯୋଗ ପରେ ଜଣାପଡ଼ିଲା ମୃତଦେହଟି ପଶ୍ଚିମବଙ୍ଗ ସିଲିଗୁଡ଼ିର
-ବେଙ୍ଗାଳୁରୁରେ ସଫ୍ଟୱେର୍ ଇଞ୍ଜିନିୟର ରାକେଶଙ୍କର ଶୁକ୍ରବାର ମୃତ୍ୟୁ ହୋଇଥିଲା
-ଘରେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲେ ମୂଳିସିଂ ଗାଁର ରାକେଶ
-ପୋଷ୍ଟମର୍ଟମ ପରେ ପ୍ରଥମେ ବେଙ୍ଗାଳୁରୁ ଏୟାରପୋର୍ଟ ଅଣାଯାଇଥିଲା ମୃତଦେହ
-ବେଙ୍ଗଳୁରୁ ଏୟାରପୋର୍ଟରେ ତ୍ରୁଟିବଶତଃ ଶବ ପରିବର୍ତ୍ତନ ହୋଇଥିବା ସୂଚନା
-ରାକେଶଙ୍କ ମୃତଦେହ ଭୁଲବଶତଃ ସିଲିଗୁଡ଼ି ଯାଇଥିବା ସ୍ପଷ୍ଟ ହୋଇଛି
-ଜଣାପଡ଼ିବା ପରେ ଉଭୟ ପରିବାର ଶବ ହସ୍ତାନ୍ତର ପାଇଁ ରାଜି ସୂଚନା.
ଶବ ଅଦଳ ବଦଳ //ବାଲେଶ୍ବର ସୋରରେ ଶବ ପରିବର୍ତ୍ତନ ଭଳି ଅଭାବନୀୟ ଘଟଣା-ପୁଅର କଫିନ୍ ଖୋଲିବା ବେଳେ ଦେଖିବାକୁ ମିଳିଲା ଅନ୍ୟ ଜଣଙ୍କ ମୃତଦେହ-ଯୋଗାଯୋଗ ପରେ ଜଣାପଡ଼ିଲା ମୃତଦେହଟି ପଶ୍ଚିମବଙ୍ଗ ସିଲିଗୁଡ଼ିର

Leave a Reply