Big Latest News// ଲେହର ବିଶିଷ୍ଟ ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକଙ୍କ NGOରେ CBI,ଗତକାଲିର ଲେହ (ଲଦାଖ) ହିଂସାକୁ ସେ ଉସକାଇଥିବା ଗୃହ ମନ୍ତ୍ରଣାଳୟର ଅଭିଯୋଗ,ସୋନମ ୱାଙ୍ଗ କହିଲେ ଆମେ ଜ୍ଞାନ ବିକୁ ଟଙ୍କା ପାଉ..

Spread the love

ଲେହର ବିଶିଷ୍ଟ ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକଙ୍କ NGOରେ CBI

ଗତକାଲିର ଲେହ (ଲଦାଖ) ହିଂସାକୁ ସେ ଉସକାଇଥିବା ଗୃହ ମନ୍ତ୍ରଣାଳୟର ଅଭିଯୋଗ

ଓ୍ବାଙ୍ଗଚୁକ୍ ଅନଶନ ବେଳେ ଆରବ ବିପ୍ଲବ (2010-12), ନେପାଳର ଜେନ ଜେଡ୍ ଭଳି ହିଂସାତ୍ମକ ଆନ୍ଦୋଳନ ପାଇଁ ଉସକାଇଥିବା ଅଭିଯୋଗ

ଲଦାଖକୁ ରାଜ୍ୟ ମାନ୍ୟତା ଦାବିରେ ହିଂସାରେ ବୁଧବାର 4 ମୃତ, 60 ଆହତ

ବିଜେପି ଅଫିସ ଜାଳିଦେଲେ ଲେହର ଉତ୍ତ୍ୟକ୍ତ ଯୁବକ

କେନ୍ଦ୍ର ସରକାର ଲଦାଖକୁ କେନ୍ଦ୍ର ଶାସିତ ଅଚଂଳ ମାନ୍ୟତା ଦେଇଛନ୍ତି, ରାଜ୍ୟ ମାନ୍ୟତା ଦେଉନାହାନ୍ତି କି ଆଦିବାସୀବହୁଳ ତ୍ରିପୁରା, ମିଜୋରାମ ଭଳି ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ସ୍ବତନ୍ତ୍ର ପ୍ରଶାସନିକ ସ୍ବାଧୀନତା ଦେଉନାହାନ୍ତି- ବିରୋଧୀ ଦଳ

2019ରେ ଜାମ୍ମୁ ଓ କାଶ୍ମୀରରୁ 370 ଧାରା ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଂଚଳ ହୋଇଛି

ଆମ NGO ବିଦେଶରୁ ଅନୁଦାନ ଆଣେ ନାହିଁ, ଆମେ ଜ୍ଞାନ ବିକି ବିଦେଶରୁ ଟଙ୍କା ପାଉ- ସୋନମ୍ ୱାଙ୍ଗଚୁକ

Leave a Reply

Your email address will not be published. Required fields are marked *