କେନ୍ଦ୍ରାପଡ଼ା :ଦର୍ଶନ ସମୀକ୍ଷା (ରତ୍ନାକର ପରିଡା) ରାଜନଗର:ମଦନପୁର ଛକ ନିକଟରେ ସ୍କୁଟିକୁ ଧକ୍କାଦେଲା ଶ୍ରୀ ଜଗନ୍ନାଥ ନାମକ ଘରୋଇ ବସ । ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ଜଣେ ମୃତ ଜଣେ ଗୁରୁତର । ଗୁରୁତର ଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି ।
ସୂଚନା ଥାଉକି ରାଜନଗର ରୁ କଟକ ଅଭିମୁଖେ ଯାଉ ଥିବା ଶ୍ରୀ ଜଗନ୍ନାଥ ବସ ଦ୍ରୁତ ଗତିରେ ଆସି ସ୍କୁଟି କୁ ଧକ୍କା ଦେବା ଫଳରେ ଜଣେ ଘଟଣା ସ୍ଥଳେ ମୃତ୍ୟୁ ମୃତ୍ୟୁ ଘଟିବା ଶହ ଆଉ ଜଣକୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ଦୁଇ ମୃତକ ହେଉଛନ୍ତି ଶଳା ଭେନେଇ ବଳଭଦ୍ର ପୁର ଅଞ୍ଚଳର ଦୁଇ ମୃତକଙ୍କ ଘର
ରାଜନଗର:ମଦନପୁର ଛକ ନିକଟରେ ସ୍କୁଟିକୁ ଧକ୍କାଦେଲା ଶ୍ରୀ ଜଗନ୍ନାଥ ନାମକ ଘରୋଇ ବସ । ଦୁର୍ଘଟଣାରେ ସ୍କୁଟିରେ ଯାଉଥିବା ଜଣେ ମୃତ ଜଣେ ଗୁରୁତର । ଗୁରୁତର ଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି -କେନ୍ଦ୍ରାପଡ଼ା ରୁ ରତ୍ନାକର ପରିଡା ଦର୍ଶନ ସମୀକ୍ଷା

Leave a Reply