Spread the love

‘ଓଡ଼ିଶାରେଅଫିସରଙ୍କଆତଙ୍କରାଜ’
ଓଡ଼ିଶାରେ ଅଫିସରଙ୍କ ଆତଙ୍କରାଜ ଚାଲିଛି କହିଲେ ମନମୋହନ ସାମଲ

ବିଜେପିର ଚାର୍ଜସିଟ୍‌ ଲୋକାର୍ପଣ ଅବସରରେ ରାଜ୍ୟ ସଭାପତିଙ୍କ ମନ୍ତବ୍ୟ
‘ଓଡ଼ିଶାରେ ଆଜି ନା ଗଣତାନ୍ତ୍ରିକ ନା ରାଜନୈତିକ ବ୍ୟବସ୍ଥା ଅଛି’
ବିଜେପିରଚାର୍ଜସିଟ୍‌
-ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତ
-ଚାର୍ଜସିଟ୍‌ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ
-‘କେତେଦିନ ସହିବା, ପରିବର୍ତ୍ତନ ଆଣିବା’ ନାଁରେ ଚାର୍ଜସିଟ୍
-ପଞ୍ଚାୟତଠୁ ସଚିବାଳୟ ଯାଏଁ ବିଭିନ୍ନ ଦୁର୍ନୀତିକୁ ନେଇ ଚାର୍ଜସିଟ୍
-ଚାର୍ଜସିଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ହୋଇନଥିବା ଆରୋପ
-ଚିଟ୍‌ଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ଚାର୍ଜସିଟ୍‌ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯାଞ୍ଚ ହେବା ଦରକାର କହିଲେ ଯାଦବ

ଯୋଗ୍ୟ ବ୍ୟକ୍ତିଙ୍କୁ ଘର ଦିଆଯାଉନଥିବା ଆରୋପ ଲଗାଇଲେ ଯାଦବ
-ଓଡ଼ିଶାରେ ଶାସନ ବ୍ୟବସ୍ଥା ଲାଇନଚ୍ୟୁତ ହୋଇଥିବା କହିଲେ ଯାଦବ
କିନ୍ତୁ ସେହି ବିଜୁଳି ତାମିଲନାଡୁକୁ ଶସ୍ତାରେ ଯୋଗାଇ ଦିଆଯାଉଛି
-ତାମିଲନାଡୁ ବିଦ୍ୟୁତ ବିତରଣ ସଂସ୍ଥା ୟୁନିଟ ପିଛା ୨.୫୩ ଦେଉଛି
-କାହିଁକି ତାମିଲନାଡୁକୁ ଶସ୍ତାରେ ବିଜୁଳି ଦିଆଯାଉଛି ପଚାରିଲେ ଯାଦବ
ତାମିଲନାଡୁକୁକାହିଁକିଶସ୍ତାବିଜୁଳି- ଯାଦବ

-ଚାର୍ଜସିଟ୍‌ ଲୋକାର୍ପଣ କରି ବଡ଼ ପ୍ରଶ୍ନ ପଚାରିଲେ ଭୂପେନ୍ଦ୍ର ଯାଦବ
-ଓଡ଼ିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତା ବିଜୁଳି ଦିଆଯାଉଛି ପ୍ରଶ୍ନ କଲେ
-ଓଡ଼ିଶା ଲୋକେ ବିଜୁଳି ୟୁନିଟ ପିଛା ୨ ଟଙ୍କା ୮୩ ପଇସା ଦେଉଛନ୍ତି

Leave a Reply

Your email address will not be published. Required fields are marked *