Spread the love

ଉତ୍ତରାଖଣ୍ଡ ଯୋଶୀମଠରେ ଭୂସ୍ଖଳନ ଘଟଣା ପୁରୁଣା ନହେଉଣୁ ଆଉ ଏକ ବିପଦ ବାବଦରେ ସୂଚାଇଲାଣି ଇସ୍ରୋ । ଇସ୍ରୋ ଜାରି କରିଛି ଭୂସ୍ଖଳନ ଆଟଲାସ୍ । ଏହି ଡାଟାବେସ୍ ହିମାଳୟ ଓ ପଶ୍ଚିମ ଘାଟରେ ଭାରତର ୧୭ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳକୁ ସାମିଲ କରିଛନ୍ତି । ଇସ୍ରୋ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁସାରେ ଉତ୍ତରାଖଣ୍ଡର ୨ଟି ଜିଲ୍ଲା ୧୪୭ଟି ସମ୍ବେଦନଶୀଳ ଜିଲ୍ଲାଠାରୁ ସବୁଠାରେ ଆଗରେ ରହିଛି ।

Leave a Reply

Your email address will not be published. Required fields are marked *