Spread the love

ଯେତେବେଳେ ଆମେ ବହିରୁ କିଛି ଶିଖୁଥିଲେ ବହୁତ ନିଦ ଆସୁଥିଲା….

କିନ୍ତୁ

ଏବେ ଜୀବନ ଆମକୁ ଏମିତି ଶିକ୍ଷା ଦେଉଛି ଯେ ରାତିର ନିଦ ଉଡ଼ି ଯାଉଛି….

ଭଗବାନଙ୍କ ଅଦାଲତରେ ଓକିଲର ଦରକାର ନାହିଁ।ନିରବ ରୁହନ୍ତୁ,କର୍ମ କରି ଚାଲନ୍ତୁ।ସମସ୍ତଙ୍କର ହିସାବ ଚାଲିଛି।

ନିଜ ମନର ବହିକୁ ଏମିତି ଲୋକ ପାଖରେ ଖୋଲନ୍ତୁ, ଯିଏ ଥରେ ପଢିଲେ ସବୁ ଦିନପାଇଁ ବୁଝି ପାରିବେ।

ମଣିଷ ସେତେବେଳେ ନିଜ ଭୁଲ୍ ବୁଝିପାରେ,ଯେବେ ନିଜ ଭୁଲ୍ ପାଇଁ ସେ ସବୁ କିଛି ହରେଇ ଦିଏ।

ନୀରବତା ବି ଅନେକ କଥା କୁହେ।ଯିଏ ନିଜର ହୋଇଥାଏ ସିଏ ହିଁ ସେଇ ଅକୁହା କଥାକୁ ଆପେ ଆପେ ବୁଝିଯାଏ।

   

ପରିଚୟ ଦ୍ଵାରା ଯେଉଁ କର୍ମ ମିଳେ
ତାହା ଅଟେ କ୍ଷଣସ୍ଥାୟୀ,
କର୍ମ ଦ୍ଵାରା ଯେଉଁ ପରିଚୟ ମିଳେ
ତାହା କିନ୍ତୁ ଚିରସ୍ଥାୟୀ ।

ମଣିଷର ତିନୋଟି ମିଛ…..
ବ୍ୟସ୍ତ ଥିଲି, ବ୍ୟସ୍ତ ଅଛି ଆଉ ବିଶ୍ବାସ କର ମୋତେ ।

ପରିବର୍ତ୍ତନ ହିଁ ସଂସାରର ନିୟମ ଅଟେ, ଜଣେ ଲୋକ ହଠାତ୍ ଧନୀ ହୋଇଯାଇପାରେ ଏବଂ ହଠାତ୍ ହିଁ ଫକୀର ହୋଇ ଯାଇପାରେ ତେଣୁ ସଂସାରର ନିୟମ କେବେ ବି ସ୍ଥିର ହୋଇ ରହି ନାହିଁ । ଆଜି ଯିଏ ଖୁସି ଅଛି କାଲି ସେ ଦୁଃଖି ହୋଇ ଯାଇପାରେ । ପରିବର୍ତ୍ତନକୁ ସବୁ ପରିସ୍ଥିତିରେ ସ୍ବୀକାର କରିବା ଶିଖିବା ଉଚିତ୍ ।

ମନେ ରଖନ୍ତୁ……
ଆପଣଙ୍କ ପଛରେ Criticize କରୁଥିବା ଲୋକ ସବୁବେଳେ ଆପଣଙ୍କ ପଛରେ ହିଁ ରହିଥିବେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଆଗକୁ କେବେ Increase କରିପାରିବେ ନାହିଁ ।

              

Leave a Reply

Your email address will not be published. Required fields are marked *