Spread the love

ବେଳେବେଳେ ଆପଣଙ୍କ ବିନା ଭୁଲ ରେ ଆପଣ ଦୋଷୀ ହୋଇଯାଆନ୍ତି….

କାରଣ

ଲୋକେ ଯେମିତ ଚାହାଁନ୍ତି ଆପଣ ସେମିତି କରନ୍ତି ନାହିଁ….

ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥

ସମୁଦ୍ରରେ ଯେତେବି ଚିନି ମିଶାଅ ତାହା କେବେ ମିଠା ହୋଇଯିବ ନାହିଁ।ସେହିପରି ସ୍ବାର୍ଥପର ଲୋକଙ୍କୁ ତୁମେ ଯେତେ ଆଦର କଲେ ବି ସିଏ କେବେ ନିଜର ହୋଇଯିବ ନାହିଁ।

Life ରେ ଗୋଟିଏ କଥା ବହୁତ ଖୁସି ଦିଏ, ଯେତେବେଳେ କିଏ କହେ ଘରେ ପହଞ୍ଚି Call କି Message କରିବ।ଏହି ଭଲ ପାଇବା ସମସ୍ତଙ୍କ ପ୍ରତି ନଥାଏ।

ଦୁଷ୍ଟ ମଣିଷର ମିଠାକଥାକୁ କେବେ ଭରସା କରନାହିଁ , କାରଣ ଦୁଷ୍ଟ ମଣିଷ କେବେହେଲେ ତାର ମୂଳ ପ୍ରଭାବ ଛାଡିନଥାଏ । ଯେମିତିକି ସିଂହ ତାର ହିଂସା କୁ ଛାଡିନଥାଏ।

ଯଦି କାହାକୁ ଧୋକା ଦେଇ ଥାଅ ଭାବି ଖୁସି ହୁଅନି ଯେ ସେ ଲୋକଟା ନିହାତି ମୁର୍ଖ ଓ ବୋକା ବୋଲି ,।ମନେ ରଖୁବା ଉଚିତ ସେ ତୁମକୁ ବିଶ୍ବାସ କରିଥିଲା ଯାହାର ଯୋଗ୍ୟ ତୁମେ ନୁହଁ।

       .        

Related Post

Leave a Reply

Your email address will not be published. Required fields are marked *