ଧନବଳେ ସବୁ ସହଜସୁଲଭେ
ହାତପାହାନ୍ତାରେ ମିଳେ,
ସ୍ନେହ,ପ୍ରେମ ଆଉ ଆଶୀର୍ବାଦ କିନ୍ତୁ
ମିଳେନାହିଁ ସହଜରେ।
ଏପରି କରମ କରୁଥା ଜୀବନେ
ଭାଗ୍ୟ ଯେ ବଦଳିଯିବ।
କିଏ ଜାଣେ କାହା ଆଶୀର୍ବାଦେ ତୁମ
ଭାଗ୍ୟର ଅପେକ୍ଷା ଥିବ।
ଦୁଷ୍ଟ ମଣିଷର ମିଠା କଥାକୁ କେବେ ଭରସା କରନ୍ତୁ ନାହିଁ କାରଣ ଦୁଷ୍ଟ ମଣିଷ କେବେ ହେଲେ ତା’ର ମୂଳ ପ୍ରଭାବ ଛାଡି ନଥାଏ ଯେମିତି ସିଂହ ତା’ର ହିଂସାକୁ ଛାଡି ନଥାଏ ।
ମୁହଁରେ ଜବାବ୍ ଦବା ଲୋକ କେବେ ଧୋକା ଦେଇନଥାନ୍ତି, କେବଳ ଡର ଲାଗେ ସେହି ମାନଙ୍କୁ ଯେଉଁମାନେ ଉପରେ ମଧୁର ବଚନ କହି ଅନ୍ତରରୁ ଘୃଣା କରନ୍ତି ।
Successful ହେବା ପାଇଁ କଠିନ ପରିଶ୍ରମ କରନ୍ତୁ କିନ୍ତୁ କେବେ ବି Pride କରନ୍ତୁ ନାହିଁ କାରଣ ଗୋଟିଏ ବୃକ୍ଷରେ ଲକ୍ଷ୍ୟ ଲକ୍ଷ୍ୟ ଦିଆସିଲି ତିଆରି କରାଯାଏ କିନ୍ତୁ ଗୋଟିଏ ଦିଆସିଲି କାଠିରେ ଲକ୍ଷ୍ୟ ଲକ୍ଷ୍ୟ ବୃକ୍ଷକୁ ଜାଳିବାର Power ରହିଛି ।