Spread the love

ଆଦିବାସୀଙ୍କ ଉପରୁ ଛୋଟ ମକଦ୍ଦମା ପ୍ରତ୍ୟାହାର।

ଆଦିବାସୀଙ୍କ ଉପରୁ ମାମଲା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ। ମାମଲା ପ୍ରତ୍ୟାହାର ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପ୍ରତ୍ୟାହୃତ ହେବ ଜଙ୍ଗଲ ଓ ଅବକାରୀ ସଂପର୍କିତ ମାମଲା ୪୮୦୧୮ଟି ଏନେଇ ମାମଲା ହଟାଇବାକୁ CMଙ୍କ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କ ସମୀକ୍ଷା ପରେ ମକଦ୍ଦମା ହଟାଇବାକୁ ନିର୍ଦ୍ଦେଶ।

Leave a Reply

Your email address will not be published. Required fields are marked *

You Missed