ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ଗ୍ରାମର ସୁସାହିତ୍ୟିକ,ଲେଖକ,ନାଟ୍ୟକାର ଶ୍ରୀଯୁକ୍ତ ଉମାକାନ୍ତ ପ୍ରଧାନଙ୍କ ର ନାତୁଣୀ “ପାର୍ଥବୀ” ର ଜନ୍ମଦିନ ଅବସରରେ “ଭିନ୍ନ ଇଲାକାରେ ବର୍ଷା” କବିତା ପୁସ୍ତକ ଟି ସଭାପତି ଡ଼ଃ ନିରଞ୍ଜନ ସାହୁ (ଅବସରପ୍ରାପ୍ତ IAS ) ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ନ୍ମୋଚନ ହେଲା-ରତ୍ନାକର ପରିଡା କେନ୍ଦ୍ରାପଡ଼ା ଦର୍ଶନ ସମୀକ୍ଷା

Spread the love

ମାହାଙ୍ଗା :ଦର୍ଶନ ସମୀକ୍ଷା

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପାଳପୁର ଗ୍ରାମର ସୁସାହିତ୍ୟିକ,ଲେଖକ,ନାଟ୍ୟକାର ଶ୍ରୀଯୁକ୍ତ ଉମାକାନ୍ତ ପ୍ରଧାନଙ୍କ ର ନାତୁଣୀ “ପାର୍ଥବୀ” ର ଜନ୍ମଦିନ ଅବସରରେ “ଭିନ୍ନ ଇଲାକାରେ ବର୍ଷା” କବିତା ପୁସ୍ତକ ଟି ସଭାପତି ଡ଼ଃ ନିରଞ୍ଜନ ସାହୁ (ଅବସରପ୍ରାପ୍ତ IAS ) ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନବୀନ ଦାସ(ନିର୍ଭୀକ ମୁଖ୍ୟ ପରିଚାଳକ) ମୁଖ୍ୟବକ୍ତା ଡ଼କ୍ଟର ଅଭୟ କୁମାର ରାଉତ,ସମ୍ମାନିତ ଅତିଥି ଶାରଦା ପ୍ରସାଦ ମିଶ୍ର,(ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ) ସମ୍ମାନିତ ଅତିଥି ଶ୍ରୀନିବାସ ସାହୁ,ରାମଚନ୍ଦ୍ର ସାହୁ,ବିରୁପାକ୍ଷ ରାୟ,ଶରତ ଚନ୍ଦ୍ର ରଥ, ଶିକ୍ଷାବିତ୍ ଫକିର ଚରଣ ନାୟକ,ମହିମାଧର୍ମ ଗବେଷକ ଡ଼ଃ ଏକାଦଶୀ ପ୍ରଧାନ, ବିଦ୍ୟୁଲତା ପ୍ରଧାନ,କବି ପ୍ରଫୁଲ୍ଲ କୁମାର ସାହୁ,ନିର୍ମଳ ଚନ୍ଦ୍ର ରାଉତ,ପ୍ରଫୁଲ୍ଲ କୁମାର ସିଂହ,କୁଞ୍ଜ କଳିକା ସମ୍ପାଦକ ରାଜକିଶୋର ମିଶ୍ର,ସୁରେଶ ଚନ୍ଦ୍ର ପ୍ରଧାନ,ବିନୋଦ ଚନ୍ଦ୍ର ବରାଳ,ତପନ କୁମାର ପଣ୍ଡା,ଶକ୍ତି ସ୍ୱରୂପ ପ୍ରଧାନ,ବିବେକାନନ୍ଦ ଦାସ, ପରିଚାଳନାରେ ସହଯୋଗ କରିଥିଲେ ପ୍ରମୁଖ ଯୋଗ ଦେଇଥିବା ବେଳେ ଗୌତମ ଚରଣ ଜେନାଙ୍କ (ପରିଚାଳନା ) ଉପସ୍ଥିତିରେ ଭୁବନେଶ୍ୱର ସ୍ଥିତ ରଘୁନାଥପୁର ଜଳି (ନନ୍ଦନ ଭିଲ୍ଲା)ରେ ଥିବା ବାସ ଭବନ ପରିସରରେ ଉନ୍ମୋଚନ ହୋଇଯାଇଛି ।ଶେଷରେ ଇଞ୍ଜିନିୟର ସରୋଜ କୁମାର ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ ଦ୍ୱିତୀୟଭଞ୍ଜ ସାହିତ୍ୟ ସଂସ୍କୃତି ସଂସଦ ତରଫରୁ ସଭାପତିଙ୍କ ସମେତ ଅନ୍ୟମାନେ ପୁସ୍ତକର
ଶ୍ରଷ୍ଠା ଶ୍ରୀଯୁକ୍ତ ପ୍ରଧାନଙ୍କୁ ପୁଷ୍ପଗୁଛ ପ୍ରଦାନ କରି ଶୁଭେଛା ଜଣାଇଥିଲେ
🙏🙏

Leave a Reply

Your email address will not be published. Required fields are marked *