ମାଲକାନଗିରି //ନୂଆ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇଲେ ବାଲିମେଳା ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷାଓ କାଉନସିଲର ବୃନ୍ଦ,ବାଲିମେଳା ସହରର ବିକାଶ ନିମନ୍ତେଆବଶ୍ୟକ ଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ ଜରାଯାଇଥିଲା-ମାଲକାନଗିରି ରୁ ମନୋଜ ଦେବ ପାଙ୍ଗି ଦର୍ଶନସମୀକ୍ଷା

Spread the love

ନୂଆ ଜିଲ୍ଲାପାଳଙ୍କୁ ସ୍ୱାଗତ ଜଣାଇଲେ
ବାଲିମେଳା ଏନଏସି ଅଧ୍ୟକ୍ଷ, ଉପାଧ୍ୟକ୍ଷାଓ କାଉନସିଲର ବୃନ୍ଦ

ମାଲକାନଗିରି:(ଦର୍ଶନସମୀକ୍ଷା)
ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକଙ୍କ ନେତୃତ୍ୱରେ
ଏନଏସିର ଉପାଧ୍ୟକ୍ଷ ରଶ୍ମିତା ବାଙ୍କାଙ୍କ ସମେତ କାଉନସିଲର ମନୋଜଦେବ ପାଙ୍ଗି, ବିମଲ କୁମାର ବେହେରା ଦେବେନ୍ଦ୍ର କୁମାର ଦାସ ତୁଳାମଣି ଛତି, କୃଷ୍ଣ ବାଘ, ଜ୍ୟୋତିରାଣୀ ପଣ୍ଡା ଏବଂ ମଙ୍ଗୁଳି ହିଆଲ ପ୍ରମୁଖ ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଥିବା ସୋମେଶ ଉପାଧ୍ୟାୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।
ଏଥିସହ ଜିଲ୍ଲାପାଳ ଉପାଧ୍ୟାୟଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ବାଲିମେଳା ସହରର ବିକାଶ ନିମନ୍ତେ
ଆବଶ୍ୟକ ଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ ଜରାଯାଇଥିଲା।

Leave a Reply

Your email address will not be published. Required fields are marked *