ନୂତନ ଉପଜିଲ୍ଲାପାଳଙ୍କ କାର୍ଯ୍ୟରେ ଯୋଗଦାନ
ମାଲକାନଗିରି:ଦର୍ଶନ ସମୀକ୍ଷା
ଆଜି ମାଲକାନଗିରି ଉପଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଅଶ୍ନି ଏ ଏଲ୍ । ୨୦୨୩ ବ୍ୟାଚ୍ ର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସୁଶ୍ରୀ ଅଶ୍ନି ଶିକ୍ଷାନବୀଶ ଭାବେ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି। ମାଲକାନଗିରି ଉପଜିଲ୍ଲାପାଳ ଭାବେ ଏହା ତାଙ୍କ କ୍ୟାରିୟରର ପ୍ରଥମ ପୋଷ୍ଟିଂ। ସୁଶ୍ରୀ ଅଶ୍ନି ମୂଳତଃ କେରଳ ରାଜ୍ୟ ତ୍ରିଭେନ୍ଦ୍ରମ୍ ବାସିନ୍ଦା। ଆଜି ସେ ଦୁର୍ଯ୍ୟଧନ ଭୋଇଙ୍କ ଠାରୁ ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
Leave a Reply