ସତ୍ୟନଗର ଲେଡିଜ୍ ଫୋରମ୍ ର ବାସହୀନ
ଭୁବନେଶ୍ୱର :ଦର୍ଶନ ସମୀକ୍ଷା
ମହିଳା ମାନଙ୍କ ବସିବା ପାଇଁ ପ୍ରକୃତ ସ୍ଥାନ ନାହିଁ। ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟାମାନେ ବସିବା ପାଇଁ ସତ୍ୟନଗର ରେ ଅବସ୍ଥିତ ଏକ ପାର୍କ ମଧ୍ୟରେ ଏକ ପ୍ରକୋଷ୍ଠ ରେ ବସିବାକୁ ସ୍ଥାନ ଥିବା ସତ୍ବେ କିଛି ବ୍ୟକ୍ତି ବିଶେଷ ସେହି ପ୍ରକୋଷ୍ଠ କୁ ତାଲା ପକାଇ ରଖିଛନ୍ତି। ଏଥିପାଇଁ ସତ୍ୟନଗର ଲେଡିଜ୍ ଫୋରମ୍ର ସଦସ୍ୟା ମାନେ ଭୂବନେଶୂର ମେୟର ଙ୍କ ଦ୍ବାରସ୍ଥ ହୋଇଥିଲେ।ମେୟର ମଧ୍ୟ ସତ୍ୟନଗର ପାର୍କ ଠାରେ ଥିବା ପ୍ରକୋଷ୍ଠ ରେ ବସିବାକୁ ଅନୁମତି ଦେଇଥିଲେ। କିନ୍ତୁ ମେୟର ଙ୍କ ଅନୁମତି ସତ୍ବେ ସେହି ପ୍ରକୋଷ୍ଠ କୁ ତାଲା ପକାଇ ରଖିଥିଲେ। ବାଧ୍ୟହୋଇ ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟା ମାନେ ପ୍ରକୋଷ୍ଠ ବାହାରେ ବସିଥିଲେ। ମହିଳା ଙ୍କୁ ଏତେ ଅସମ୍ମାନ କଣ ପାଇଁ?ଆମେ କଣ ଏହାର ପ୍ରତିବାଦ କରିପାରିବୁ ନାହିଁ? ଆମକୁ କଣ ବସିବାକୁ ଖଣ୍ଡେ ଜାଗା ମିଳିବ ନାହିଁ? ଆମକୁ କଣ ନ୍ୟାୟ ମିଳିବ ନାହିଁ?
Leave a Reply