ଭୁବନେଶ୍ୱର // ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ବିଶ୍ବ ନୋ ତମ୍ବାଖୁ ଦିବସ ପାଳିତ ହେଇଯାଇଛି କାର୍ଯ୍ୟକ୍ରମରେ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ରଣଜିତ କର (ଏଚ୍ ସିଇଜି ପଣ୍ଡା Cancer ଇନଷ୍ଟିଚ୍ୟୁଟ)ତମ୍ବାଖୁ ବର୍ଜନ କରିବାକୁ ଛାତ୍ରଛାତ୍ରୀଙ୍କୁ ବୁଝେଇ ଥିଲେ।

Spread the love

ସତ୍ୟନଗର ଲେଡିଜ୍ ଫୋରମ୍ ତରଫରୁ ବିଶ୍ବ ନୋ ତବାଖୁ ଦିବସ

ଭୁବନେଶ୍ୱର :ଦର୍ଶନ ସମୀକ୍ଷା…..ଆଜି (ସି ବି ଏସ୍ ଇ ଗେଟ୍ ଓୟେ ଇନଷ୍ଟିଚ୍ୟୁଟ) ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅଙ୍କୋଲୋଜିଷ୍ଟ ଡାକ୍ତର ରଣଜିତ କର (ଏଚ୍ ସିଇଜି ପଣ୍ଡା Cancer ଇନଷ୍ଟିଚ୍ୟୁଟ)ତବାଖୁ ବର୍ଜନ କରିବାକୁ ଛାତ୍ରଛାତ୍ରୀଙ୍କୁ ବୁଝେଇ ଥିଲେ। କାର୍ଯ୍ୟକ୍ରମ ରେ ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ ପିଲାମାନଙ୍କୁ ତବାଖୁ କେତେ ଶରୀର ପାଇଁ କ୍ଷତିକାରକ ବୁଝେଇ ଥିଲେ ଏବଂ ସଭାରେ ଆଜିଠୁ ତବାଖୁ ବର୍ଜନ କରିବାକୁ ଏକ ଶପଥ ନିଆଯାଇଥିଲା।

ସତ୍ୟନଗର ଲେଡିଜ୍ ଫୋରମ୍ ର ସଦସ୍ୟା ମାନେ ସୋଭେଦିତା ରାୟ, ଦିପ୍ତି ବେହେରା,କିରଣବାଳା ମିଶ୍ର, ଗାୟତ୍ରୀ ଦୂବେଦୀ, ଅର୍ଚ୍ଚନା ପୃଷ୍ଟି,ସର୍ମିଷ୍ଠା ରାଉତ ଯୋଗଦାନ କରିଥିଲେ।ସତ୍ୟନଗର ଲେଡିଜ୍ ଫୋରମ୍ ର ସମ୍ପାଦିକା ଶ୍ରୀମତୀ ଅନୁରାଧା ଦାଶ କାର୍ଯ୍ୟକ୍ରମ କୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ପଚାଶ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *