ଭୁବନେଶ୍ୱର ସତ୍ୟନଗର //ବୁଦ୍ଧେଶ୍ୱରୀ କଲୋନି ସ୍ଥିତ ମାଁ ମଙ୍ଗଳା ୟୁଥ କ୍ଲବ କମୁନିଟି ସେଣ୍ଟର ଠାରେ ସତ୍ଯ ନଗର ଲେଡିଜ ଫୋରମ, ଭୁବନେଶ୍ବର ତରଫରୁ ଆପୋଲୋ ହସ୍ପିଟାଲ ସହଯୋଗରେ ମହିଳାମାନଙ୍କର ଲୋହିତ ରକ୍ତ କଣିକାରେ ହେମୋଗ୍ଲୋବିନ ପରିମାଣ ଆଦି ପରୀକ୍ଷା କରାଯାଇ ଥିଲା। ଉକ୍ତ ଶିବିରରେ ଶହସ୍ରାଧିକ ମହିଳା ସାମିଲ ହୋଇ ଏହି ସୁଯୋଗର ଲାଭ ଉଠାଇବା ସହ ଆନନ୍ଦ ଅନୁଭବ କରିଥିଲେ

Spread the love

ସତ୍ଯ ନଗର ଲେଡିଜ ଫୋରମର ସ୍ବାସ୍ଥ୍ୟ ପରୀକ୍ଷା ଶିବିର
ଭୁବନେଶ୍ବର, ୩୦/୮/୨୦୨୫: =(ଦର୍ଶନ ସମୀକ୍ଷା) ସ୍ଥାନୀୟ ବୁଦ୍ଧେଶ୍ୱରୀ କଲୋନି ସ୍ଥିତ ମାଁ ମଙ୍ଗଳା ୟୁଥ କ୍ଲବ କମୁନିଟି ସେଣ୍ଟର ଠାରେ ସତ୍ଯ ନଗର ଲେଡିଜ ଫୋରମ, ଭୁବନେଶ୍ବର ତରଫରୁ ଆପୋଲୋ ହସ୍ପିଟାଲ ସହଯୋଗରେ ମହିଳାମାନଙ୍କର ଲୋହିତ ରକ୍ତ କଣିକାରେ ହେମୋଗ୍ଲୋବିନ ପରିମାଣ ଆଦି ପରୀକ୍ଷା କରାଯାଇ ଥିଲା। ଉକ୍ତ ଶିବିରରେ ଶହସ୍ରାଧିକ ମହିଳା ସାମିଲ ହୋଇ ଏହି ସୁଯୋଗର ଲାଭ ଉଠାଇବା ସହ ଆନନ୍ଦ ଅନୁଭବ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଫୋରମର ଅଧିକାରୀ ଅନୁରାଧା ଦାସ ପରିଚାଳନା କରିଥିବା ବେଳେ ଅନ୍ଯମାନଙ୍କ ମଧ୍ୟରେ ସୋଭେଦିତା ରାୟ, ଅର୍ଚ୍ଚନା ପୃଷ୍ଟି, ଦିପ୍ତି ବେହେରା, ସୁସ୍ମିତା ପଟେଲ, କିରଣ ବାଲା ମିଶ୍ର, ଗାୟତ୍ରୀ ଦ୍ବିବେଦୀ, ରିନା ମହାନ୍ତି, ଡ. ଶର୍ମିଷ୍ଠା କର ପ୍ରମୁଖ ସହଯୋଗର ହାତ ବଢ଼ାଇ ଥିଲେ।

Leave a Reply

Your email address will not be published. Required fields are marked *