ଭୁବନେଶ୍ୱର //ରାଜନୀତି ପାଇଁ ରାଜ୍ୟର ଗୋଟିଏ ପ୍ରତିଷ୍ଠିତ ଅନୁଷ୍ଠାନକୁ ବଦନାମ କରନ୍ତୁ ନାହିଁ। ମିଡିଆ ଟ୍ରାଏଲ କରନ୍ତୁ ନାହିଁ। ଓଡ଼ିଶାର ଏକ ବ୍ରାଣ୍ଡକୁ ନଷ୍ଟ କରନ୍ତୁ ନାହିଁ। ବଣିକରୁ କୋଚିଂ ନେଇ ଅନେକ ପିଲା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟ କରୁଛନ୍ତି, ସେମାନେ ଏଭଳି ଅପପ୍ରଚାର ଦ୍ବାରା ନିଜକୁ ଅପମାନିତ ଅନୁଭବ କରୁଛନ୍ତି-ସୁବ୍ରତ ଛାଟୋଇ, ବଣିକ ପ୍ରତିଷ୍ଠାତା

Spread the love

ଭୁବନେଶ୍ୱର :-=(ଦର୍ଶନ ସମୀକ୍ଷା)ବଣିକର ବିଭିନ୍ନ ସେଣ୍ଟରରେ 300ରୁ ଅଧିକ ଶିକ୍ଷକ-ଅଣଶିକ୍ଷକ ଅଛନ୍ତି, 8ଟି ସେଣ୍ଟରରେ 8 ହଜାରରୁ ଅଧିକ ପିଲା ପଢ଼ୁଛନ୍ତି। 12 ବର୍ଷରେ ଏଠାରୁ କୋଚିଂ ନେଇ ହଜାର ହଜାର ପିଲା ସରକାରୀ ଚାକିରି ପାଇଛନ୍ତି। ଆମେ ଗୁଣାତ୍ମକ ଶିକ୍ଷାରେ ବିଶ୍ବାସ କରୁ।

ରାଜନୀତି ପାଇଁ ରାଜ୍ୟର ଗୋଟିଏ ପ୍ରତିଷ୍ଠିତ ଅନୁଷ୍ଠାନକୁ ବଦନାମ କରନ୍ତୁ ନାହିଁ। ମିଡିଆ ଟ୍ରାଏଲ କରନ୍ତୁ ନାହିଁ। ଓଡ଼ିଶାର ଏକ ବ୍ରାଣ୍ଡକୁ ନଷ୍ଟ କରନ୍ତୁ ନାହିଁ। ବଣିକରୁ କୋଚିଂ ନେଇ ଅନେକ ପିଲା ବିଭିନ୍ନ ସରକାରୀ ଅଫିସରେ କାର୍ଯ୍ୟ କରୁଛନ୍ତି, ସେମାନେ ଏଭଳି ଅପପ୍ରଚାର ଦ୍ବାରା ନିଜକୁ ଅପମାନିତ ଅନୁଭବ କରୁଛନ୍ତି। ପୂର୍ବରୁ କେନ୍ଦ୍ରୀୟ ଜିଏସଟି, ଇନକମ ଟ୍ୟାକ୍ସ ରେଡ କରିଥିଲେ, ଏପର୍ଯ୍ୟନ୍ତ କିଛି ମିଳିନି। ଏସଆଇ ଚାକିରି ରାକେଟରେ ତଳ ଦଲାଲକୁ ଧରିଲେ ହେବ ନାହିଁ, ବଡ଼ ମାଛ ଧରନ୍ତୁ- ସୁବ୍ରତ ଛାଟୋଇ, ବଣିକ ପ୍ରତିଷ୍ଠାତା

Leave a Reply

Your email address will not be published. Required fields are marked *