ଭୁବନେଶ୍ୱର//ବି ଏମ ସି କାର୍ଯ୍ୟଳୟ ପରିସରରେ ଘଟିଯାଇଥିବା ଘଟଣା ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ । ଗଣତନ୍ତ୍ରରେ ଗୁଣ୍ଡାଗିରି ଗ୍ରହଣୀୟ ନୁହେଁ । ଏହା ଓଡ଼ିଶାର ରାଜନୈତିକ ସଂସ୍କୃତି ନୁହେଁ କି କୌଣସି ଦଳୀୟ ଆଦର୍ଶ ନୁହେଁ -ସୁନୀତି ମୁଣ୍ଡ

Spread the love

ଭୁବନେଶ୍ୱର//ବି ଏମ ସି କାର୍ଯ୍ୟଳୟ ପରିସରରେ ଘଟିଯାଇଥିବା ଘଟଣା ଅତ୍ୟନ୍ତ ଅଶୋଭନୀୟ ଓ ନିନ୍ଦନୀୟ । ଗଣତନ୍ତ୍ରରେ ଗୁଣ୍ଡାଗିରି ଗ୍ରହଣୀୟ ନୁହେଁ । ଏହା ଓଡ଼ିଶାର ରାଜନୈତିକ ସଂସ୍କୃତି ନୁହେଁ କି କୌଣସି ଦଳୀୟ ଆଦର୍ଶ ନୁହେଁ ।

ଦଳ ଭିତରେ ଶୃଙ୍ଖଳିତ ଏବଂ ଦଳୀୟ ଆଦର୍ଶ ପ୍ରତି ସମର୍ପିତ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ଅପମାନ ମଧ୍ୟ । ଏଭଳି ବିଶୃଙ୍ଖଳା ସର୍ବସାଧାରଣରେ ଦଳର ଛବିକୁ ମଧ୍ୟ ନଷ୍ଟ କରିଥାଏ । ନିର୍ଦିଷ୍ଟ ଦଳୀୟ ଅନୁଶାସନ କମିଟି ଏହା ଉପରେ ଗୁରୁତ୍ୱର ସହିତ ବିଚାର କରିବା ଉଚିତ୍। ମୁଖ୍ୟମନ୍ତ୍ରୀ ଏଥିରେ ତୁରନ୍ତ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଅନ୍ତୁ ।

ଏହି ଘଟଣାର ମୁଖ୍ୟ କାର୍ପଟଦାରକୁ ଧରନ୍ତୁ ଏହା ଆମର ଅସ୍ମିତା ବିରୋଧୀ । – ସୁନୀତି ମୁଣ୍ଡ

Leave a Reply

Your email address will not be published. Required fields are marked *